Puri vv

Ratna Bhandar Jewellery Inventory Process to Commence in Puri

Puri: Following the counting of jewellery and ornaments in the Ratna Bhandar (Treasury) of the Shri Jagannath Temple, the inventory will be cross-verified against the 1978 list. Along with the cross-verification, all items will be weighed. Gemologists will identify the names of the ornaments; however, no monetary valuation will be carried out. In a strictly sanctified […]

Read More Text.
IMG 20260323 WA0297

କଳାବାଘ ଛାଲ ଜବତ: ୯ ଗିରଫ

ବାରିପଦା : ଶିମିଳିପାଳ କୁ ବିପଦ l ସାରା ବିଶ୍ୱରେ ଚର୍ଚ୍ଚା ରେ ଥିବା ଶିମିଳିପାଳ ର କଳା ବାଘ ଉପରେ ଏବେ ଶିକାରୀଙ୍କ ଲୋଲୁପ ଦୃଷ୍ଟି l ବନବିଭାଗ ପକ୍ଷରୁ ଗୋଟିଏ ରୟାଲ ବେଙ୍ଗଲ ଟାଇଗର ର ଛାଲ କୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ନଅ ଜଣ ଙ୍କୁ ଗିରଫ କରିଅଛି l ଗିରିଫ ଅଭିଯୁକ୍ତ ସମସ୍ତେ ମୟୁରଭଞ୍ଜ ଜିଲ୍ଲାର କୁଳିଅଣା ସମେତ ବିଭିନ୍ନ ଅଞ୍ଚଳର ବୋଲି ବନବିଭାଗ ପକ୍ଷରୁ ପ୍ରକାଶ […]

Read More Text.

ଜନଗଣନା -୨୦୨୭ ପାଇଁ ସୁପରଭାଇଜର ଓ ଗଣନାକାରୀଙ୍କୁ ପ୍ରଶିକ୍ଷଣ

ବାରିପଦା  : ବିକଶିତ ଭାରତ @୨୦୪୭ର ମୂଳଦୁଆକୁ ସୁଦୃଢ ଓ ସଶକ୍ତ କରିବା ତଥା ଭବିଷ୍ୟତରେ ସଠିକ ନୀତି ନିର୍ଦ୍ଧାରଣ, ସମ୍ବଳର ସଠିକ ବିତରଣ, ସଠିକ ସ୍ଥାନରେ ସଠିକ ଯୋଜନା, ଉନ୍ନତ ବିଦ୍ୟାଳୟ, ଡାକ୍ତରଖାନା, ସଡ଼କ ସହିତ ପ୍ରତ୍ୟେକ ବର୍ଗ ଓ କ୍ଷେତ୍ରର ପ୍ରକୃତ ଉନ୍ନତି ପାଇଁ ଜନଗଣନା କାର୍ଯ୍ୟକ୍ରମ ଏକ ଉତ୍ତମ ମାଧ୍ୟମ। ଏହି କ୍ରମରେ ଜନଗଣନା -୨୦୨୭ ଅନ୍ତର୍ଗତ ପ୍ରଥମ ସୋପାନ ଗୃହ ତାଲିକା ଓ ଗୃହ ଜନଗଣନା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ରାଇରଙ୍ଗପୁର […]

Read More Text.

ରାଜ୍ୟସ୍ତରୀୟ ରଗବୀରେ ‘କିସ’କୁ ହରାଇ ‘ଫ୍ୟୁଚର ଷ୍ଟାର’ ଚାମ୍ପିୟନ୍

ବାରିପଦା : ଚଳିତ ମାସ ୧୬ ଓ ୧୭ ତାରିଖ କେନ୍ଦୁଝରର ଧରଣୀଧର ସ୍ପୋର୍ଟସ କମ୍ପ୍ଲେକ୍ସରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଆନ୍ତଃ-ଜିଲ୍ଲା ବରିଷ୍ଠ ରଗବୀ ୭ ଏସ୍ ପ୍ରତିଯୋଗିତା – ୨୦୨୬ ରେ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ମହିଳା ଦଳ ଏକ ଚିତ୍ତାକର୍ଷକ ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ କରି ଫାଇନାଲ୍ ମ୍ୟାଚ୍‌ରେ ଶକ୍ତିଶାଳୀ ‘କିସ୍’ (KISS) ଦଳକୁ ୧୨-୧୦ ପଏଣ୍ଟରେ ପରାସ୍ତ କରି ଏକାଡେମୀ ଇତିହାସ ରଚିଛି। ପୂର୍ବରୁ ଦଳ ବାଲେଶ୍ୱରକୁ ୫୨-୦୦, କେନ୍ଦ୍ରାପଡାକୁ ୫୯-୦୦, ଜଗତସିଂହପୁରକୁ […]

Read More Text.

ଦୁଇ ଦିନିଆ ବାରିପଦା ରାଷ୍ଟ୍ରୀୟ ଆଦିବାସୀ ଲଘୁ ଫିଲ୍ମ ମହୋତ୍ସବ ଉଦଯାପିତ 

ବାରିପଦା: ସ୍ଥାନୀୟ ସହିଦ ସ୍ମୃତି ଭବନରେ ସାନ୍ତାଳୀ ଆର୍ଟ ଏଣ୍ଡ ଫିଲ୍ମ ଡେଭେଲଅପମେଣ୍ଟ ଫାଉଣ୍ଡେସନ ଆନୁକୂଲ୍ୟରେ ତଥା ଏନ ଏଫ ଡି ସି ର ସହଯୋଗରେ ଆୟୋଜିତ ୭ମ ବାର୍ଷିକ ବାରିପଦା ରାଷ୍ଟ୍ରୀୟ ଆଦିବାସୀ ଲଘୁ ଫିଲ୍ମ ମହୋତ୍ସବ ଉଦଯାପିତ ହୋଇଯାଇଛି I ଶ୍ରେଷ୍ଠ ପ୍ରାମାଣିକ ଚଳଚିତ୍ର ଭାବେ ଫାୟାର ଅନ ଏଜ (ଆସାମ), ୨ୟ ଶ୍ରେଷ୍ଠ ଭାବେ ଗୋଟ, ଫିସ, ସ୍ନେକ ସ୍ପେରୋ (ପଶ୍ଚିମବଙ୍ଗ), ୩ୟ ଶ୍ରେଷ୍ଠ ଭାବେ ଧୀରଜ କଶ୍ୟପ ମୋଲାଇ (ଆସାମ) ଓ […]

Read More Text.

ସିପିଆଇ ପକ୍ଷରୁ ସାମ୍ରାଜ୍ୟବାଦ ବିରୋଧୀ ଦିବସ ପାଳିତ 

ବାରିପଦା : ସମଗ୍ର ବିଶ୍ବର ପ୍ରାକୃତିକ ସମ୍ବଳ ଉପରେ ଯୁଦ୍ଧ ଖୋର ସାମ୍ରାଜ୍ୟବାଦୀ ଆମେରିକା ଓ ଏହାର ସହଯୋଗୀ ମାନଙ୍କର ଜବର ଦଖଲ ଓ ନରସଂହାର ର ବିଭିଷିକା ମଧ୍ୟପ୍ରାଚ୍ୟରୁ ଆରମ୍ଭ ହୋଇ ତୃତୀୟ ବିଶ୍ୱଯୁଦ୍ଧର ରୂପ ନେଉଛି। ଆମେରିକା ଓ ଇସ୍ରାଏଲ ଆନ୍ତର୍ଜାତିକ ଆଇନ୍ କୁ ଉଲଂଘନ କରି ଇରାନ୍ ଉପରେ ମିଳିତ ଆକ୍ରମଣ ଫଳରେ ବହୁ ଧନ-ଜନଜୀବନ ନଷ୍ଟ ହେଉଛି।ଯାହାର ପ୍ରଭାବରେ ରନ୍ଧନ ଗ୍ୟାସ ଓ ଖାଇବା ତେଲର ଅହେତୁକ ଦରବୃଦ୍ଧି ଘଟିବା ସହ […]

Read More Text.

ଯୁଦ୍ଧବିରତି ନେଇ ଆଲୋଚନା ହୋଇନଥିବା କହିଲା ଇରାନ

ନୂଆଦିଲ୍ଲୀ : ଟ୍ରମ୍ପଙ୍କୁ ଝଟକା  ! ଇରାନ ମନା କଲା ।  ଆମେରିକା ସହ କୌଣସି ସିଧାସଳଖ ଆଲୋଚନା ହୋଇନଥିବା କହିଛି ଇରାନ ।  ଇରାନର ବୈଦେଶିକ ମନ୍ତ୍ରୀ ଆମେରିକାର ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ୱାଶିଂଟନ୍ ସହିତ ସେମାନଙ୍କର କୌଣସି ସିଧାସଳଖ ଆଲୋଚନା ହୋଇନାହିଁ ।  ଆମେରିକା କେବଳ ସମୟ ଗଡ଼ାଇବା ପାଇଁ ଏଭଳି ମିଥ୍ୟା ପ୍ରଚାର କରୁଛି ବୋଲି ଇରାନ ଅଭିଯୋଗ କରିଛି ।   ଇରାନ ସରକାର ସ୍ପଷ୍ଟ କରିଛନ୍ତି ଯେ, ସେମାନେ […]

Read More Text.

୪୧ ଦେଶରୁ ଭାରତ ଆମଦାନୀ କରୁଛି ଏନର୍ଜି : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ୨୪ଦିନରେ ପହଞ୍ଚିଛି। ଲୋକସଭାରେ ବଜେଟ ଅଧିବେଶନ ଚାଲିଛି। ଏହି ବୈଠକ ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଲୋକସଭାରେ ଅଭିଭାଷଣ ରଖିଛନ୍ତି। ସେ କହିଛନ୍ତି ଯେ ପଶ୍ଚିମ ଏସିଆର ପରିସ୍ଥିତି ଚିନ୍ତାଜନକ। ଗତ ଦୁଇରୁ ତିନି ସପ୍ତାହ ଧରି, ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଏବଂ କେନ୍ଦ୍ର ମନ୍ତ୍ରୀ ହରଦୀପ ପୁରୀ ଗୃହକୁ ପରିସ୍ଥିତିର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ଏହି ସଂଘର୍ଷ ତିନି […]

Read More Text.

୫ ଦିନ ପାଇଁ ଇରାନ ଉପରେ ଆକ୍ରମଣ ସ୍ଥଗିତ, ଘୋଷଣା କଲେ ଟ୍ରମ୍ପ

ନୂଆଦିଲ୍ଲୀ: ୫ ଦିନ ପାଇଁ ସ୍ଥଗିତ ରହିଲା ଇରାନ ଉପରେ ଆକ୍ରମଣ ।  ସମସ୍ତ ପ୍ରକାର ସାମରିକ ଆକ୍ରମଣକୁ ଆମେରିକା ରଖିଲା ସ୍ଥଗିତ ।  ଏନେଇ ସୋସିଆଲ ମିଡିଆ ଟ୍ରୁଥରେ ଉଲ୍ଲେଖ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।  ଏଥିପାଇଁ ଇରାନକୁ ମିଳିଛି ୫ ଦିନର ସମୟ ।  ଏହି ସମୟ ମଧ୍ୟରେ ଇରାନର ବିଦ୍ୟୁତ ଓ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ କରିବନି ଆମେରିକା ।   ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଗତ ଦୁଇ […]

Read More Text.

ଏପ୍ରିଲରୁ  ଦିଲ୍ଲୀରେ ମହଙ୍ଗା ହୋଇପାରେ ବିଦ୍ୟୁତ୍ ଶୁଳ୍କ

ନୂଆଦିଲ୍ଲୀ: ଦିଲ୍ଲୀରେ ରହୁଥିବା ଲୋକଙ୍କ ପାଇଁ ଆସିଲା ବଡ଼ ଖବର । ଏପ୍ରିଲ୍ ମାସରୁ ଦିଲ୍ଲୀରେ ବିଦ୍ୟୁତ୍ ମହଙ୍ଗା ହୋଇପାରେ । କାରଣ ସରକାର ବଣ୍ଟନ କମ୍ପାନୀଗୁଡ଼ିକୁ ୩୮,୦୦୦ କୋଟିରୁ ଅଧିକ ବକେୟା ଦେବାକୁ ପ୍ରସ୍ତୁତ ହେଉଛନ୍ତି, ଅର୍ଥାତ ବିଦ୍ୟୁତ୍ ହାର ବୃଦ୍ଧି ପାଇବାର ଆଶା କରାଯାଉଛି ।   ଦିଲ୍ଲୀ ସରକାର ତିନୋଟି ବିଦ୍ୟୁତ ବଣ୍ଟନ କମ୍ପାନୀକୁ ୩୮,୦୦୦ କୋଟିରୁ ଅଧିକ ବକେୟା ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଏପ୍ରିଲ୍ ମାସରୁ ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି […]

Read More Text.