ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ: ସୋମବାର ଯାଏଁ ଗୃହ ମୁଲତବୀ

ଭୁବନେଶ୍ଵର: ଆସନ୍ତା ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ। ବିରୋଧୀଙ୍କ ହଟ୍ଟଗୋଳ ଭିତରେ ସୋମବାର ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ଘୋଷଣା କରାଯାଇଛି। ଆଜି ମଧ୍ୟ ଚାଲିପାରିନି ବିଧାନସଭା । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ଏସସିବି ଅଗ୍ନିକାଣ୍ଡ ଏବଂ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ପ୍ରସଙ୍ଗକୁ ନେଇ ବିରୋଧୀମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଯାହାକୁ ନେଇ ବାଚସ୍ପତି ସାଢେ ୧୧ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ।  ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ବିରୋଧୀ ସଦସ୍ୟମାନେ ପ୍ରତିବାଦ କରିଥିଲେ। ଏବଂ ଏସସିବି […]

Read More Text.

ବଢ଼ିବନି ବିଧାୟକଙ୍କ ଦରମା, ଦରମା ବୃଦ୍ଧି ବିଲ ପ୍ରତ୍ୟାହୃତ

ଭୁବନେଶ୍ୱର : ବଢ଼ିବନି ବିଧାୟକଙ୍କ ଦରମା । ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ । ମନ୍ତ୍ରୀ, ବିଧାୟକ ଏବଂ ବାଚସ୍ପତିଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର କଲେ ରାଜ୍ୟ ସରକାର । ଗତ ବର୍ଷ ବିଲ୍ ଆଗତ କରି ବାଚସ୍ପତି, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବୃଦ୍ଧି କରାଯାଇଥିଲା । ନୂଆ ବିଲ୍ ବିଧାନସଭାରେ ପାସ୍ ହେବା ପରେ ଦରମା ଓ ଆନୁସଙ୍ଗିକ ଭତ୍ତା ବାବଦକୁ ଓଡ଼ିଶାର ବିଧାୟକମାନଙ୍କୁ ମିଳିଥାନ୍ତା ୩ ଲକ୍ଷ ୪୫ ହଜାର […]

Read More Text.

ଆସିଲା ୩ ବର୍ଷିଆ ଅବକାରୀ ନୀତି, ଗ୍ରାମାଞ୍ଚଳରେ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ୱର : ଆସିଲା ନୂଆ ୩ ବର୍ଷିଆ ଅବକାରୀ ନୀତି । ୧ ଏପ୍ରିଲରୁ ଲାଗୁ ହେବ । ନୂଆ ନୀତି ଅନୁଯାୟୀ ରାଜ୍ୟରେ ନୂଆ OFF କିମ୍ବା OS ଦୋକାନ ଖୋଲିବା ନିମନ୍ତେ ଅନୁମତି ଦିଆଯିବ ନାହଁ । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା । ଗ୍ରାମୀଣ ଅଞ୍ଚଳରେ ମଧ୍ୟ ନୂଆ ମଦ ଦୋକାନ ଖୋଲିବା ନିମନ୍ତେ ଅନୁମୋଦନ ଦିଆଯିବ ନାହିଁ । କେବଳ ଶିଳ୍ପାଞ୍ଚଳର ୩-ତାରକା ଓ ତାହା ଠାରୁ ଉପର ହୋଟେଲ୍ […]

Read More Text.
Mohan majhi 1 1

Bhubaneswar: “Criminals No Longer Enjoy Political Protection,” says CM Mohan Majhi; Highlights Surge in Conviction Rates

Bhubaneswar: Chief Minister Mohan Charan Majhi has issued a stern warning to criminals, stating that the era of leniency, “affection,” and political protection they enjoyed under the previous government has come to an end. While replying to the discussion on the expenditure demands of the Home Department in the State Assembly today, the Chief Minister launched […]

Read More Text.

ଆସନ୍ତୁ ପୁରୁଣା ଯୁଗକୁ ଫେରିଯିବା ………………………..

ହରିହର ତ୍ରିପାଠୀ – ଗ୍ୟାସ୍ ସିଲିଣ୍ଡରର ଦର ଏବେ ସୁନା ଦର ସହିତ ପ୍ରତିଯୋଗିତା କରୁଛି। ସେଥିପାଇଁ ଚୁଲି ଜଳାଇ ତରକାରି-ଭଜା-ଭାତର ସୌଖୀନତା ଛାଡ଼ନ୍ତୁ। ଏଣିକି “ର’ ଫୁଡ୍ ଡାଏଟ୍” (Raw Food Diet) ବା କଞ୍ଚାଫଳମୂଳ ଉପରେ ଗୁରୁତ୍ୱ ଦିଅନ୍ତୁ। ଗୋଟିଏ ସେଓ, କଦଳୀ କିମ୍ବା କାକୁଡ଼ି, ଗାଜର ଖାଇ ଦିନଟିଏ କାଟିଦେଲେ ଗ୍ୟାସ୍ ବି ବଞ୍ଚିବ ଆଉ ସ୍ୱାସ୍ଥ୍ୟ ବି ଭଲ ରହିବ !! – ଯଦି କେବେ ମନ ହେଲା, ମିଲ୍ ହିଁ […]

Read More Text.

The Non-Turning Chariot of the Great Lord: The Divine Splendor of Ashoka Ashtami

In the vast and vibrant landscape of Odisha’s spiritual heritage, the sacred city of Bhubaneswar, known as Ekamra Kshetra, holds a position of unparalleled sanctity. Among the numerous festivals that breathe life into this ancient temple city, the Ashoka Ashtami celebration of Lord Lingaraj, famously known as the Rukuna Rath Yatra, stands as the most […]

Read More Text.

ଅଣଲେଉଟା ରୁକୁଣା ରଥ: ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ମହୋତ୍ସବ

ହରିହର ତ୍ରିପାଠୀ “ଯେଉଁ ରଥ କେବେ ପଛକୁ ଫେରେ ନାହିଁ ଏବଂ ଯେଉଁ ଯାତ୍ରା ମଣିଷର ସବୁ ଶୋକକୁ ହରଣ କରିନିଏ, ସେଇଟି ହେଉଛି ଏକାମ୍ର କ୍ଷେତ୍ରର ଅଧିପତି ମହାପ୍ରଭୁ ଲିଙ୍ଗରାଜଙ୍କ ଅନନ୍ୟ ‘ଅଣଲେଉଟା’ ରୁକୁଣା ରଥଯାତ୍ରା।” ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରାରେ ଏକାମ୍ର କ୍ଷେତ୍ର ବା ଭୁବନେଶ୍ୱରର ସ୍ଥାନ ଅନନ୍ୟ। ଏହି ପବିତ୍ର ଶୈବପୀଠରେ ବର୍ଷସାରା ଅନେକ ଯାନିଯାତ୍ରା ପାଳିତ ହେଉଥିଲେ ହେଁ, ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ବା ରୁକୁଣା ରଥଯାତ୍ରା ସବୁଠାରୁ […]

Read More Text.

PNG Push Intensifies as 35-Day LPG Booking Gap Raises Concerns: Sujata Sharma

New Delhi: Amid growing concerns over LPG availability and delays in refills, Sujata Sharma, Joint Secretary in the Ministry of Petroleum and Natural Gas, on Wednesday addressed a press meet outlining the government’s response strategy and its accelerated push towards Piped Natural Gas (PNG). The briefing comes against the backdrop of a widening gap between […]

Read More Text.

 ବାଘଡାରୋଡ଼ରେ ମା’ ବାସନ୍ତିଙ୍କ ପୂଜା ଓ ଘଟ ଉତ୍ତୋଳନ

ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ବାଘଡାରୋଡ଼ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ ବାସନ୍ତିଙ୍କ ପୂଜାଵିଧି ଆରମ୍ଭ ହୋଇଯାଇଛି I ଆଜି ମା’ ଙ୍କ ପୂଜା ଅବସରରେ ଅମ୍ବିକା ମନ୍ଦିର ନିକଟସ୍ଥ ଚିପଟ ନଦୀରୁ ଘଟ ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ପାଖାପାଖି ୫୦ଟି ଘଟ ସହିତ ଭକ୍ତମାନେ ଶୋଭାଯାତ୍ରାରେ ସହର ମଧ୍ୟ ଦେଇ ପୂଜା ମଣ୍ଡପରେ ପହଞ୍ଚିଥିଲେ| ଏହି ଦୃଶ୍ୟ ଦେଖିବା ପାଇଁ ସହରରେ ଭକ୍ତମାନଙ୍କ ଭିଡ଼ ଜମିଥିଲା I […]

Read More Text.