Narla mla husband 2026 03 30 17 28

ତହସିଲଦାରଙ୍କୁ ହତ୍ୟା ଧମକ ମାମଲା: ନର୍ଲା ବିଧାୟିକାଙ୍କ ସ୍ବାମୀଙ୍କ ବିରୋଧରେ ମାମଲା

ଭୁବନେଶ୍ବର : ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ତତ୍‌କାଳୀନ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂହଙ୍କୁ ଫୋନ୍‌ରେ ହତ୍ୟା ଧମକ ଦେଇଥିଲେ। ଏହି ଘଟଣାରେ ନର୍ଲା ପୁଲିସ ବିଭୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ରବିବାର ପୂର୍ବାହ୍‌ଣରେ କେସିଙ୍ଗା ପୁଲିସ ଭୁବନେଶ୍ବରସ୍ଥିତ ବିଧାୟିକାଙ୍କ ବାସଭବନରେ ଚଢ଼ାଉ କରିଥିଲା। ବିଧାନସଭା ଚାଲୁଥିବା ସମୟରେ ଏଭଳି ଚଢ଼ାଉ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଧାୟିକା ଓ ବିଜେଡି ଅଭିଯୋଗ […]

Read More Text.

ରାଇରଙ୍ଗପୁର ଓକିଲ ସଂଘ ନିର୍ବାଚନ: ଅକ୍ଷୟ ମହାନ୍ତି-ସଭାପତି, ମନୋଜ ଦାସ-ସଂପାଦକ, ଶିଶୁପଦ ମହାନ୍ତ-କୋଷାଧ୍ୟକ୍ଷ

ବାରିପଦା : ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଆଜି ସମ୍ପନ୍ନ ହୋଇଯାଇଛି ।ନିର୍ବାଚନ ଅଧିକାରୀ ସୁବ୍ରତ ପ୍ରସନ୍ନ ଦାସ ଏବଂ ତାଙ୍କ ସହଯୋଗୀ କିଶୋର ମଣ୍ଡଳ,ଅର୍ଚ୍ଚନା ଦତ୍ତ,ଲକ୍ଷ୍ମୀ ମହାନ୍ତି,ନିୟତି ମହାନ୍ତି,ସସ୍ମିତା ଦତ୍ତ,ପ୍ରଦୀପ ସାହୁ,ବିକାଶ ମହାନ୍ତି,ସୁବାସ ମହାନ୍ତ ଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି ନିର୍ବାଚନ  ପ୍ରଥମ ଥର ପାଇଁ ସିସି କେମେରା ମାଧ୍ୟମରେ ସଂପନ୍ନ ହୋଇଯାଇଛି ।ପଂଜିକୃତ ୨୭୪ଜଣଙ୍କ ଭୋଟର ମଧ୍ୟରୁ ୧୧ ଜଣଙ୍କ ଦେହାନ୍ତ ହୋଇଥିବାବେଳେ ୨୬୩ ଜଣ ଯୋଗ୍ଯ ଭୋଟର ଥିବାବେଳେ ଥିବାବେଳେ […]

Read More Text.

ରାଜ୍ୟସ୍ତରରେ ସମ୍ମାନିତ ହେଲା ବାରିପଦାର ରେଡ ଗ୍ରୀନ ଫାଉଣ୍ଡେସନ 

ବାରିପଦା : କଟକ ସ୍ଥିତ ଜୟ ଜଗନ୍ନାଥ ବ୍ଲଡ଼ ଡୋନେସନ ଗ୍ରୁପର ୩ୟ ବାର୍ଷିକ ଉତ୍ସବ ପାଳନ ଅବସରରେ ବାରିପଦାର ଅନ୍ୟତମ ସେବା ସଂସ୍ଥା ରେଡ ଗ୍ରୀନ ଫାଉଣ୍ଡେସନକୁ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି I ସଂସ୍ଥା ତରଫରୁ ପରିଚାଳନା ଅଧ୍ୟକ୍ଷ ଅରବିନ୍ଦ ମୁଖି ଏହି ସମ୍ମାନ ଗ୍ରହଣ କରିଛନ୍ତି I ପ୍ରକାଶଥାଉକି ଏହି ସଂସ୍ଥାର ସଦସ୍ୟମାନେ ବର୍ଷତମାମ ରକ୍ତଦାନ କରିବା ସହ ରକ୍ତଦାନ ଶିବିର ଆୟୋଜନ କରି ଅନେକ ରୋଗୀଙ୍କ ଜୀବନ […]

Read More Text.

ବିଦ୍ୟାଳୟକୁ ପୁସ୍ତକ ଦାନ କଲେ ଲେଖିକା ସୁଚରିତା ମହାନ୍ତି 

ବାରିପଦା  : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଠାଗାରକୁ ନିଜ ଲିଖିତ ୫୦ ଟି ଶିଶୁ କବିତା ପୁସ୍ତକ “କଅଁଳ କଢି” ଦାନ କରିଛନ୍ତି  କବି, ଗାଳ୍ପିକା ସୁଚରିତା ମହାନ୍ତି l ଏହି ପୁସ୍ତକ ପ୍ରଦାନ କରି  ଛାତ୍ରଛାତ୍ରୀ ମାନଙ୍କୁ ବହି ପଢିବା ପାଇଁ ଉତ୍ସାହିତ କରିଛନ୍ତି I ଛୋଟ ଛୋଟ ପିଲାମାନେ କଅଁଳ କଢି଼ ସଦୃଶ୍ୟ I ସେମାନେ  କିପରି ପାଠପଢ଼ାରେ ମନଦେଇ ଭବିଷ୍ୟତରେ […]

Read More Text.

ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ପାକିସ୍ତାନରେ ୨ ଦିନିଆ ଲକ୍ ଡାଉନ୍ ଘୋଷଣା

ପାକିସ୍ତାନ : ପାକିସ୍ତାନରେ ବଢୁଥିବା ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ସରକାର ୨ ଦିନିଆ ଲକ୍ ଡାଉନ୍ ଘୋଷଣା କରିଛନ୍ତି ।  ଶନିବାର ଏବଂ ରବିବାର ଲକଡାଉନ୍ ନିଷ୍ପତ୍ତି ନେଇଛନ୍ତି ସରକାର ।  ଏହି ଲକଡାଉନ ସମୟରେ ସମୟରେ ବଜାର, କାରଖାନା ଏବଂ ରାସ୍ତା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ହସ୍ପିଟାଲ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସେବା କେନ୍ଦ୍ରଗୁଡିକ କାର୍ଯ୍ୟକ୍ଷମ ରହିବ । ସୂଚନାନୁଯାୟୀ, ଲକଡାଉନ୍ ଶନିବାର ଦିନ ୧୨ଟାରୁ ରବିବାର ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ […]

Read More Text.

ଆମେରିକାରେ ଟ୍ରମ୍ପ ସରକାରଙ୍କ ବିରୋଧରେ ବିଦ୍ରୋହ

ନୂଆଦିଲ୍ଲୀ: ଆମେରିକାରେ ଟ୍ରମ୍ପ ସରକାରଙ୍କ ବିରୋଧରେ ବିଶାଳ ବିଦ୍ରୋହ ।  ଆମେରିକାର ସମସ୍ତ ୫୦ ରାଜ୍ୟରେ ଟ୍ରମ୍ପ ସରକାରଙ୍କ ବିରୋଧରେ ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। “ନୋ କିଙ୍ଗସ୍” ଶୀର୍ଷକ ଏହି ବିକ୍ଷୋଭ ପ୍ରଦର୍ଶନରେ ପ୍ରାୟ ୮୦ ରୁ ୯୦ ଲକ୍ଷ ଲୋକ ସାମିଲ ହୋଇଥିଲେ। ସାନ୍-ଫ୍ରାନ୍ସିସ୍କୋର ସମୁଦ୍ର କୂଳରେ ହଜାର ହଜାର ଲୋକ ଏକାଠି ହୋଇ ବାଲି ଉପରେ ଟ୍ରମ୍ପ ଏବେ ବିଦା ହୁଅନ୍ତୁ ଲେଖି ନିଜ ଆକ୍ରୋଶ ପ୍ରକାଶ କରିଛନ୍ତି। ଇରାନ ବିରୁଦ୍ଧରେ […]

Read More Text.

ଓଏଏସ୍ କ୍ୟାଡରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କୁ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ, ରବିବାର ଓଡ଼ିଶା ପ୍ରଶାସନିକ ସେବା (OAS) ଅଧିକାରୀ କ୍ୟାଡରରେ ଏକ ବଡ଼ ଧରଣର ଅଦଳବଦଳ ଘୋଷଣା କରିଛି । ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଜାରି ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଆଠ ଜଣ OAS ଅଧିକାରୀଙ୍କୁ ସେମାନଙ୍କ ବର୍ତ୍ତମାନର ପଦବୀରୁ ବିଭିନ୍ନ କାର୍ଯ୍ୟାଳୟକୁ ବଦଳି କରାଯାଇଛି । ସେମାନେ ହେଲେ – ୧. ହେମସାଗର ଭୋଇ, କୁଚିଣ୍ଡା, ସମ୍ବଲପୁରଙ୍କୁ ବରଗଡ଼ର ପଦମପୁରର […]

Read More Text.

ମନ୍ କି ବାତର ୧୩୨ ତମ ସଂସ୍କରଣରେ ସମ୍ବଲପୁର ମତ୍ସ୍ୟ ଚାଷୀ ସୁଜାତା ଭୂୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁରର ମହିଳା ମତ୍ସ୍ୟ ଚାଷୀ ସୁଜାତା ଭୂୟାଁଙ୍କୁ ଆଜି ମନ କି ବାତ ରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଛନ୍ତି । ହୀରାକୁଦ ଜଲଭଣ୍ଡାରରେ ୨୦୨୨ରୁ ମତ୍ସ୍ୟ ଚାଷ କରୁଛନ୍ତି ସୁଜାତା । ପ୍ରଥମେ ସରକାରଙ୍କ ନିକଟରୁ ୩୨ ଲକ୍ଷ ଟଙ୍କା ଲୋନ ଆଣି ତିନୋଟି କେଜ କୋଳଚୋରରେ ମାଛ ଚାଷ କରିଥିଲେ । ଯାହା ଧିରେ ଧିରେ ତାଙ୍କ ବ୍ୟବସାୟକୁ ବଢ଼ାଇଥିଲା । ବର୍ତ୍ତମାନ ଏହି ମାଛ ରାୟପୁର ସମେତ ବିଭିନ୍ନ ରାଜ୍ୟ ମାନଙ୍କୁ ମାଛ […]

Read More Text.

ବାରିପଦା ଓକିଲ ସଂଘ ନିର୍ବାଚନ: ଜ୍ୟୋତି ପ୍ରକାଶ ରଥ-ସଭାପତି, ବିପ୍ଳବ ବାରିକ -ସମ୍ପାଦକ

ବାରିପଦା : ଆଜି ବାରିପଦା ଓକିଲ ସଙ୍ଘ ର ନିର୍ବାଚନ ର ଫଳାଫଳ ଘୋଷିତ ହୋଇଯାଇଅଛି l ଘୋଷିତ ଫଳାଫଳ ଅନୁଯାୟୀ ସଭାପତି ଭାବେ ଜ୍ୟୋତି ପ୍ରକାଶ ରଥ ଏବଂ ସମ୍ପାଦକ ଭାବେ ବିପ୍ଳବ ବାରିକ ନିର୍ବାଚିତ ହୋଇଛନ୍ତି l ଜ୍ୟୋତି ପ୍ରକାଶ ରଥ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଙ୍କ ଠାରୁ 92 ଖଣ୍ଡ ଅଧିକ ଭୋଟ ପାଇ ବିଜୟଲାଭ କରିଥିବାବେଳେ ବିପ୍ଳବ ବାରିକ ତାଙ୍କର ନିକତମ ପ୍ରତିଦ୍ୱନ୍ଦୀ ଙ୍କ ଠାରୁ 178 ଖଣ୍ଡ ଅଧିକ ଭୋଟ […]

Read More Text.

ସାମଗ୍ରିକ ବିଦ୍ୟାଳୟ ବିକାଶ ଆଧାରିତ କର୍ମଶାଳା “ପ୍ରଗତି”

ବାରିପଦା : ସରକାରୀ ଉଚ୍ଚ ବିଦ୍ୟାଳୟ, ବିଜାତଳାରେ ପ୍ରଧାନଶିକ୍ଷକଙ୍କ ବୃତ୍ତିଗତ ପ୍ରଶିକ୍ଷଣ ନିମନ୍ତେ ତ୍ରିଦିବସୀୟ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ଆଧାରିତ କର୍ମଶାଳା “ପ୍ରଗତି” (୨ୟ ପ୍ରଯ୍ୟାୟ) ଉଦଯାପିତ ହୋଇଯାଇଛି | ଏଥିରେ ବିଜାତଳା ବ୍ଲକର ୫୨ ଜଣ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ | ଏହି ତିନିଦିନିଆ କର୍ମଶାଳାଟି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବାରିପଦାର ଶିକ୍ଷକ ପ୍ରଶିକ୍ଷକ ସାଗର କୁମାର ଦଳନାଏକଙ୍କ ସଂଯୋଜନାରେ ଅନୁଷ୍ଠିତ […]

Read More Text.