Images

୪ ଯୁବତୀଙ୍କୁ ଚାକିରୀ ପ୍ରୋଲଭନ ଦେଖାଇ ଦୁଷ୍କର୍ମ ମାମଲା: ୩ ଅଭିଯୁକ୍ତଙ୍କୁ ସଶ୍ରମ କାରାଦଣ୍ଡ ଓ ଜୋରିମାନା

ବାରିପଦା : ଆଜି ଏକ ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ  ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ତିନି ଜଣ ଅଭିଯୁକ୍ତ କୁ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା ରେ ଦଣ୍ଡିତ କରିଛନ୍ତି l ଅଭିଯୁକ୍ତ ମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ମହରାସାହିକାଟୁରିଆ ଗ୍ରାମର ଧନେଶ୍ଵର ମୁର୍ମୁ (23), ପଶ୍ଚିମବଙ୍ଗ ରାଜ୍ୟର ଗପୀବଲଭପୁର ଥାନା […]

Read More Text.
Photo for the news of alokikarana yojana

ଯୋଜନାକୁ ୯ବର୍ଷ ପୂରିଲା, ଅନ୍ଧାର ଭିତରେ ଆଲୋକ ଖୋଜୁଛି ଆଲୋକୀକରଣ ଯୋଜନା

ବେସାହାରା ପୋଷ୍ୟଗ୍ରାମ ଆଗରପଡ଼ା: ୨୦୧୫ ମସିହାରେ ଗ୍ରାମାଂଚଳର ବିକାଶ ସକାଶେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ ସାଂସଦଙ୍କ ପୋଷ୍ୟଗ୍ରାମ ଗ୍ରହଣ ଯୋଜନା । ଦେଶର ସାଂସଦଙ୍କୁ ପର୍ଯ୍ୟୟ କ୍ରମେ ନିଜ ଅଂଚଳରେ ଥିବା ଗୋଟିଏ ଗୋଟିଏ ପଂଚାୟତକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରି ଏହାର ସାମଗ୍ରୀକ ବିକାଶ ପ୍ରତି ଧ୍ୟାନ ଦେବାକୁ କୁହାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ଆଧାରକରି ତତ୍କାଳୀନ ଭଦ୍ରକ ସାଂସଦ ସ୍ୱର୍ଗତ ଅର୍ଜ୍ଜୁନ ଚରଣ ସେଠୀ ବନ୍ତ ବ୍ଲକ ପୁରୁଷଣ୍ଢ ପଂଚାୟତକୁ ପ୍ରଥମ ପୋଷ୍ୟଗ୍ରାମ […]

Read More Text.
Photo for the news of crcc baithaka

ସାଧନକେନ୍ଦ୍ର ସ୍ତରୀୟ ବୈଠକ

ଆଗରପଡ଼ା: ବନ୍ତ ବ୍ଲକ ଓଡଙ୍ଗ ଆଂଚଳିକ ସାଧନକେନ୍ଦ୍ର ସ୍ତରୀୟ ମାସିକ ବୈଠକ ସରକାରୀ ଉପ୍ରା ବିଦ୍ୟାଳୟ ଗୋପାଳପୁରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ପରମେଶ୍ୱର ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଆଗରପଡ଼ା ସ୍ଥିତ ଡ଼ାଏଟ ପ୍ରଶିକ୍ଷିକା ମଧୁସ୍ମିତା ତ୍ରିପାଠୀ, ସମ୍ମାନିତ ଅତିଥି ମଙ୍ଗୁଲି ଉପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ରମାକାନ୍ତ ରାଉତ , ଜେକେନୋଡାଲ ଓଡଙ୍ଗ ବିଦ୍ୟାଳୟ ପ୍ରଧାନଶିକ୍ଷକ ମାଧବାନନ୍ଦ ମୁଣ୍ଡା, ହରିହର ଉପ୍ରା(ମଇ) ବିଦ୍ୟାଳୟ ବୋଡକପାଟଣାର ପ୍ରଧାନଶିକ୍ଷକ ବିନୋଦ ବିହାରୀ […]

Read More Text.
Chakrapadhi school

ବିଭିନ୍ନ ବିଦ୍ୟାଳୟ ବାର୍ଷିକ କ୍ରୀଡା ଉଦ୍‌ଯାପିତ

ଚକ୍ରାପାଢୀ ବିଦ୍ୟାଳୟ ଆଗରପଡ଼ା,ତା୨୦/୧୨(ପିଏନଏସ):ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ଅଣିଜୋ ସାଧନ କେନ୍ଦ୍ର ଅନ୍ତର୍ଗତ ସରକାରୀ ଉ. ପ୍ରା. ବିଦ୍ୟାଳୟ, ଚକ୍ରାପାଢ଼ୀର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଦୁଇଦିନ ବ୍ୟାପି ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବର ଉଦ୍‌ଘାଟନ ଉତ୍ସବରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କବିତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ବନ୍ତ ବ୍ଲକର ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଭାଗିରଥି ପାତ୍ର, ସମ୍ମାନିତ ଅତିଥି ଭାବେ ଚାରିଗାଁ ଗ୍ରାମ ପଂଚାୟତ […]

Read More Text.
Chennithala cong

ବିଏମସି ନିର୍ବାଚନରେ ଏକୁଟିଆ ଲଢ଼ିବ କଂଗ୍ରେସ, ଖୁବଶୀଘ୍ର ଜାରି ହେବ ଘୋଷଣାପତ୍ର

ମୁମ୍ବଇ: ବ୍ରିହନମୁମ୍ବଇ ମହାନଗର ନିଗମ(ବିଏମସି) ନିର୍ବାଚନରେ ଏକୁଟିଆ ଲଢ଼ିବ କଂଗ୍ରେସ। ମହାରାଷ୍ଟ୍ର କଂଗ୍ରେସ ପ୍ରଭାରୀ ରମୋ ଚେନ୍ନିଥଲା ଶନିବାର ଏହା ସ୍ପଷ୍ଟ କରିଛନ୍ତି। ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ନିର୍ବାଚନ ମଇଦାନକୁ ଓହ୍ଲାଇବ। ଦଳ ଖୁବଶୀଘ୍ର ନିଜର ଘୋଷଣାପତ୍ର ଜାରି କରିବ। ଚେନ୍ନିଥଲା କହିଛନ୍ତି ଯେ, ବିଏମସିରେ ହୋଇଥିବା ଭ୍ରଷ୍ଟାଚାରକୁ ନେଇ ଏକ ଚାର୍ଜଶିଟ୍‌ ଜନତାଙ୍କ ସମ୍ମୁଖରେ ରଖାଯିବ। ମୁମ୍ବଇର ବିକାଶ ଯେପରି ହେବା ଆବଶ୍ୟକ ସେପରି ହୋଇନାହିଁ। ଏଥିପାଇଁ କିଏ ଦାୟୀ ତାହା ଜନତା ଭଲ […]

Read More Text.

ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ସ୍ଥିତି ଉତ୍କଟ, ଛୋଟ ପିଲାଙ୍କ ସ୍କୁଲ ଛୁଟି

ନୂଆଦିଲ୍ଲୀ: ଉତ୍ତର ଭାରତରେ ପ୍ରଚଣ୍ଡ ଶୀତ ଲହରୀ ଜାରି ରହିଛି। ଦିନକୁ ଦିନ ତାପମାତ୍ରା ଯେତିକି କମୁଛି ବାୟୁ ଗୁଣବତ୍ତା ମଧ୍ୟ ଖରାପ ହେବାରେ ଲାଗିଛି। ବିଶେଷକରି ଦିଲ୍ଲୀ-ଏନସିଆରରେ ପ୍ରଦୂଷଣର ମାତ୍ରା ଖରାପ ସ୍ଥିତିକୁ ଯାଉଛି। ପିଲାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦକୁ ଆଖି ଆଗରେ ରଖି ସରକାର ସ୍କୁଲ ବନ୍ଦ ନିଷ୍ପତି ନେଇଛନ୍ତି । ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ‘ଗମ୍ଭୀର ପ୍ଲସ୍’ ବର୍ଗରେ ପହଞ୍ଚିଛି। ପରିସ୍ଥିତିକୁ ଦେଖି ସରକାର ଗ୍ରାଫ୍ […]

Read More Text.
Airport 2

ଦିଲ୍ଲୀ ଏନ୍‌ସିଆର୍‌ରେ ଘନ କୁହୁଡି : ବାତିଲ ହେଲା ୧୨୯ ବିମାନ, ଆଡଭାଇଜରୀ ଜାରି

ନୂଆଦିଲ୍ଲୀ : ଉତ୍ତର ଭାରତରେ ପ୍ରବଳ ଶୀତ ଲହରି ଜାରି ରହିଥିବାବେଳେ ଆଜି ସକାଳୁ ଦିଲ୍ଲୀ ଏନ୍‌ସିଆର୍‌ ରେ ଘନ କୁହୁଡ଼ି ଦେକିବାକୁ ମିଳିଛି । ଘନ କୁହୁଡି ଯୋଗୁଁ ଦୃଶ୍ୟମାନ କ୍ଷମତା କମିଯାଇଛି। ଯାହାଫଳରେ ଯାନବାହନ ଚଳାଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି। ଏପରିକି ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ଦିଲ୍ଲୀ ବିମାନବନ୍ଦର ଯାତ୍ରୀଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି । ଜୟପୁର ବିମାନ ନମ୍ବର ୬ (ଇ) ୭୪୧୩ […]

Read More Text.
Bangladesh

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା ମାମଲା: ୭ ଗିରଫ

ନୂଆଦିଲ୍ଲୀ : ଛାତ୍ର ନେତା ଉସମାନ ହାଦିଙ୍କ ମୃତ୍ୟୁ ପରେ ଜଳୁଛି ବାଂଲାଦେଶ । ସ୍ଥିତି ପୁଣି ଥରେ ଖରାପ ହୋଇଛି । ଗୁରୁବାର ରାତିରେ ହାଦିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦେଶରେ ଦଙ୍ଗା ଆରମ୍ଭ ହୋଇଥିଲା । ଜଣେ ହିନ୍ଦୁ ଯୁବକଙ୍କ ନିର୍ମମ ହତ୍ୟା କରିବା ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି । X ରେ ଏକ ପୋଷ୍ଟ କରି, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ କହିଛନ୍ତି ଯେ, ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ […]

Read More Text.
Pm helicopter

କୁହୁଡି ପାଇଁ ଅବତରଣ କରିପାରିଲାନି ମୋଦିଙ୍କ ହେଲିକପ୍ଟର

ପଶ୍ଚିମବଙ୍ଗ : ଘନ କୁହୁଡି କାରଣରୁ ଅବତରଣ କରିପାରିଲାନି ପ୍ରଧାନମନ୍ତ୍ରୀ ମୋଦିଙ୍କ ହେଲିକପ୍ଟର । ପଶ୍ଚିମବଙ୍ଗର ତାହେରପୁର ଅବତରଣ ନ କରିପାରିବାରୁ ଫେରିଆସିଲା ହେଲିକପ୍ଟର । ପଶ୍ଚିମବଙ୍ଗ ନଦିଆର ତାହେରପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ରହିଥିଲା । କୋଲକତା ଏୟାରପୋର୍ଟରେ ମୋଦିଙ୍କ ବିମାନ ଅବତରଣ କରିବା ପରେ ହେଲିକପ୍ଟର ଯୋଗେ ତାହେରପୁରଙ୍କ ଯିବାର ଥିଲା । କିନ୍ତୁ କମ୍ ଦ୍ଶ୍ୟମାନ ଯୋଗୁଁ ହେଲିକପ୍ଟରଟି ଅବତରଣ ନ କରିପାରି ଫେରିଯାଇଥିଲା । ଶନିବାର ସକାଳେ ଏମଆଇ ୧୭ ହେଲିକପ୍ଟର କୋଲକତା […]

Read More Text.
Imran khan

ଇମ୍ରାନ୍ ଖାନ୍ ଓ ପତ୍ନୀଙ୍କୁ ୧୭ ବର୍ଷ ଜେଲ ଦଣ୍ଡାଦେଶ

କରାଚୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇର ସଂସ୍ଥାପକ ଇମ୍ରାନ୍ ଖାନ୍ ଏବଂ ପତ୍ନୀ ବୁଶରା ବିବିଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି । ଆଜି ପାକିସ୍ତାନର ସ୍ଵତନ୍ତ୍ର କୋର୍ଟ ୧୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଉଭୟଙ୍କୁ ୧ କୋଟି ଟଙ୍କାର ଜରିମାନା ସହ ୧୭ ବର୍ଷ ଲାଗି ଜେଲ ଦଣ୍ଡ ହୋଇଛି । ୨୦୨୧ ମେ ମାସରେ ଏକ ସରକାରୀ ଗସ୍ତ ସମୟରେ ସାଉଦି ଯୁବରାଜଙ୍କ ଇମ୍ରାନ ଖାନଙ୍କୁ ଏକ ବୁଲଗାରି ଅଳଙ୍କାର ସେଟ୍ […]

Read More Text.