‘ଟ୍ରମ୍ପ ପାଗଳ’- ଆମେରିକୀୟ ନେତା
ୱାଶିଂଟନ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଆକ୍ରମଣ ଏବଂ ଯୁଦ୍ଧବିରତି ସମ୍ପର୍କରେ ଲଗାତାର ପରିବର୍ତ୍ତନଶୀଳ ବୟାନ ଯୋଗୁଁଁ ରାଷ୍ଟ୍ରପତି ଟ୍ରମ୍ପ ସାରା ବିଶ୍ୱରେ ଉପହାସର ପାତ୍ର ହୋଇଛନ୍ତି। ଏହି ପରିସ୍ଥିତି ଆମେରିକାର ଅନ୍ତର୍ଜାତୀୟ ପ୍ରତିଛବିକୁ ମଧ୍ୟ ପ୍ରଭାବିତ କରୁଛି। ଲୋକମାନେ ଏବେ ଟ୍ରମ୍ପଙ୍କ କଥା ଏବଂ ଦାବିକୁ ଗମ୍ଭୀରତାର ସହିତ ନେବା ବନ୍ଦ କରିଦେଇଛନ୍ତି। ଇରାନ ସହିତ ସଂଘର୍ଷ ମଧ୍ୟରେ ଟ୍ରମ୍ପ ବାରମ୍ବାର ତାଙ୍କ ନିଜ ବକ୍ତବ୍ୟରୁ ପଛକୁ […]
Read More Text.