କୋର୍ଟ ଚାଲାଣ ପୂର୍ବରୁ ଥାନାରେ ଜୀବନ ହାରିଲା ଅଭିଯୁକ୍ତ: ଝୁଲନ୍ତା ମୃତଦେହ ଉଦ୍ଧାର
ନବରଙ୍ଗପୁର : ପୁଣି ହାଜତ ମୃତ୍ୟୁ ଅଭିଯୋଗ । ନବରଙ୍ଗପୁର ଡାବୁଗାଁ ଥାନାରେ ହାଜତରେ ମୃତ୍ୟୁ ଅଭିଯୋଗ ହୋଇଛି । ଥାନା ଭିତରେ ଅଭିଯୁକ୍ତ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନାବାଳିକାକୁ ଅପହରଣ କରିଥିବା ଅଭିଯୋଗରେ ହାଜତରେ ଥିଲେ ଯୁବକ। ଗତ ସୋମବାର ଅଞ୍ଚଳା ଗାଁ ଯୁବକଙ୍କୁ ଅଟକ ରଖିଥିଲା ଡାବୁଗାଁ ଥାନା ପୋଲିସ । ଆଜି କୋର୍ଟ ଚାଲାଣ ହୋଇଥାନ୍ତା ଅଭିଯୁକ୍ତ, କିନ୍ତୁ କୋର୍ଟ ଚାଲାଣ ପୂର୍ବରୁ ଅଭିଯୁକ୍ତ ଜଣକ ଜୀବନ ହାରିଛନ୍ତି । […]
Read More Text.