କଂଗ୍ରେସ ସୁବିଧାବାଦୀ, କେବଳ ବିଶ୍ୱାସଘାତକତା କରିବା ଜାଣିଛି: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ବେଙ୍ଗାଲୁରୁରେ ଦି ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର ୪୫ତମ ବାର୍ଷିକୀ ସମାରୋହରେ ଯୋଗଦେଇ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ସୁବିଧାବାଦୀ। କେବଳ ବିଶ୍ୱାସଘାତକତା କରିବା ଜାଣିଛି। ତାମିଲନାଡୁର ବର୍ତ୍ତମାନର ପରିସ୍ଥିତି ଦେଖନ୍ତୁ। ୨୫ ରୁ ୩୦ ବର୍ଷ ଧରି କଂଗ୍ରେସ ଦଳ ଏବଂ ଡିଏମ୍କେ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା। ଡିଏମ୍କେ ସହିତ ମେଣ୍ଟ ବାରମ୍ବାର କଂଗ୍ରେସ ଦଳକୁ ସଙ୍କଟରୁ ରକ୍ଷା କରିଥିଲା। ୨୦୧୪ପୂର୍ବରୁ […]
Read More Text.