ବାରିପଦାରେ ମହିଳା ଥାନା ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାଵୀପତ୍ର
ବାରିପଦା : ବାରିପଦା ସହରର ବୁଦ୍ଧିଜୀବୀ ଓ ମିଳିତ ବିରୋଧୀ ଦଳ କଂଗ୍ରେସ, ସିପିଆଈ, ସିପିଏମ ପକ୍ଷରୁ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଙ୍କୁ ମୟୂରଭଞ୍ଜ ଜିଲ୍ଲା ପୋଲିସ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଡୁପଲ୍ଲୀ ଙ୍କ ଜରିଆରେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟାଳୟ ବାରିପଦା ଠାରେ ମହିଳା ଥାନା ପ୍ରତିଷ୍ଠା ନିମନ୍ତେ ଏକ ଦାଵୀପତ୍ର କଂଗ୍ରେସ ନେତା ଶାନ୍ତନୁ ପାଲ ଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି। ଜିଲ୍ଲା ପୋଲିସ ଅଧିକ୍ଷକ ଭାବେ ଆପଣ ଏବଂ ଆପଣଙ୍କ […]
Read More Text.