ଭୋଜି କରିବାକୁ ଯାଇ ନାବାଳକ ନିଖୋଜ, ୨ ସାଙ୍ଗ ଅଟକ
ବାଲୁଗାଁ : ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ ଯାଇ ନାବାଳକ ନିଖୋଜ । ଦୁଇ ସାଙ୍ଗ ଅଟକ । ବାଲୁଗାଁ ବାଇପାସ୍ ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ବେଲପଡା ପୋଖରୀ ନିକଟରୁ ମିଳିଛି ନାବାଳକଙ୍କ ଚପଲ ଓ ସାର୍ଟ । ଏନେଇ ନାବାଳକଙ୍କ ମାଆ ବାଣପୁର ଥାନାରେ ଏତଲା ଦେଇଛନ୍ତି । ନିଖୋଜ ନାବାଳକ ହେଲେ ବାଣପୁର ଥାନା ଝିଣ୍ଟିକାପଲି ଗାଁର ଚିନ୍ମୟ ପରିଡ଼ା । ବାଲୁଗାଁ ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି […]
Read More Text.