ବାରିପଦା : ଆଜି ବାରିପଦା ନିକଟସ୍ଥ ମହାରାଜା ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ବିଶ୍ଵବିଦ୍ୟାଳୟ ପରିସରରେ ନେହେରୁ ଯୁବ କେନ୍ଦ୍ର ଦ୍ବାରା ଜିଲ୍ଲା ସ୍ତରୀୟ ଯୁବାଉତ୍ସଵ ଆୟୋଜିତ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ର ପ୍ରତ୍ୟେକ ବ୍ଲକ ଏବଂ ପ୍ରତ୍ୟେକ ମହାବିଦ୍ୟାଳୟ ରୁ ପାଖାପାଖି ୩୦୦ ସହ ପ୍ରତିଯୋଗୀ ମାନେ ଅନେକ ବିଷୟରେ ଭାଗ ନେଇଥିଲେ ସେଥି ମଧ୍ୟରୁ ଭାଷଣ ରେ ପ୍ରଥମ ସ୍ଥାନ କିଶାନ୍ କୁମାର ସାହୁ, ଦ୍ଵିତୀୟ ସ୍ଥାନ ବିକ୍ରମ କେଶରୀ ମହାନ୍ତି ତୃତୀୟ ସ୍ଥାନ ବିଜୟଲକ୍ଷ୍ମି ସାହୁ , କବିତା ରେ ପ୍ରଥମ ସ୍ଥାନ ଧ୍ରୁବ ଲୋଚନ ବେହେରା , ଦ୍ଵିତୀୟ ସ୍ଥାନ ଅନିକେତ ଦାଶ ତୃତୀୟ ସ୍ଥାନ ଶିଖା ସି , ଆଲକ ଚିତ୍ର କଳା ରେ ପ୍ରଥମ ସ୍ଥାନ ବାସୁଦେବ ମହାନ୍ତ , ଦ୍ଵିତୀୟ ସ୍ଥାନ ଆଦର୍ଶ କୁମାର ରାଉତ ତୃତୀୟ ସ୍ଥାନ ସତ୍ୟବଚନ କାନୁନଗୋ , ଗୋଷ୍ଠି ନୃତ୍ୟରେ ପ୍ରଥମ ସ୍ଥାନ ଚକାଡୋଳା ଛଉ ନୃତ୍ୟ ପ୍ରତିଷ୍ଠାନ, ଶୁଳିଆପଦା, ଦ୍ଵିତୀୟ ସ୍ଥାନ ମା କିଚେକସ୍ଵରୀ ଝୁମର ନୃତ୍ୟ ପ୍ରତିଷ୍ଠାନ, ରାସଗୋବିନ୍ଦପୁର ତୃତୀୟ ସ୍ଥାନ ମୟୁରଭଞ୍ଜ ସଂସ୍କୃତି ଲୋକ କଲା ବିକାଶ , ଶାମାଖୁଣ୍ଟା, ଚିତ୍ରାଙ୍କନ ରେ ପ୍ରଥମ ସ୍ଥାନ ଅର୍ୟପ୍ରଜ୍ଞା ପାଲଟା , ଦ୍ଵିତୀୟ ସ୍ଥାନ ଗଜେନ୍ଦ୍ର ଟୁଡୁ ତୃତୀୟ ସ୍ଥାନ ମନ୍ମୟ ସେଠି, ଏକକ ବିଜ୍ଞାନ ମେଳା ରେ ପ୍ରଥମ ସ୍ଥାନ ଆୟଂଜ୍ୟୋତି ଦାସ, ଦ୍ଵିତୀୟ ସ୍ଥାନ କୃତି ପ୍ରଜ୍ଞା ମହାନ୍ତ ତୃତୀୟ ସ୍ଥାନ ଯତାଧପ ସୋରେନ , ଗୋଷ୍ଠି ବିଜ୍ଞାନ ମେଳା ପ୍ରଥମ ସ୍ଥାନ ଗୁରୁ ପ୍ରସାଦ ଲେଙ୍କା , ଦ୍ଵିତୀୟ ସ୍ଥାନ ଜ୍ୟୋତି ରଞ୍ଜନ ବାରିକ ତୃତୀୟ ସ୍ଥାନ ସୌମ୍ୟ ରଞ୍ଜନ ରାଉତ୍ ଗ୍ରହଣ କରିଥିଲେ।। ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରି ବିଭୂତି ଭୂଷଣ ନାୟକ ଙ୍କ ସମେତ ଅତିଥି ଭାବେ ମହାରାଜା ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ବିଶ୍ଵବିଦ୍ୟାଳୟ ର ପି.ଜି.କାଉନସିଲ ଅଧ୍ୟକ୍ଷ ଡ଼ଃ ହେମନ୍ତ କୁମାର ସାହୁ ଙ୍କ ସମେତ ସମ୍ମାନିତ ଅତିଥି ରୂପେ ଜିଲ୍ଲା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀଯୁକ୍ତ ଅବିନାଶ ପାଣି , ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ଅନାମ ଚରଣ ରାଉଳ, ମହାରାଜା ଶ୍ରରାମଚନ୍ଦ୍ର ଭଞ୍ଜ ବିଶ୍ଵବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଅଧିକାରୀ ବସନ୍ତ କୁମାର ମହାନ୍ତ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠି, ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠୀ , ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ଭିଗ୍ନେଶ ଏମ. ପ୍ରମୁଖ ଙ୍କ ଉପସ୍ଥିତ ରେ ମୟୁରଭଞ୍ଜ ଜିଲ୍ଲାର ଯୁବ ପ୍ରତିଭା କ୍ଷୀରୋଦ ପଣ୍ଡା ଙ୍କୁ ସମ୍ମାନିତ ସହ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ଶେଷରେ ନେହେରୁ ଯୁବ କେନ୍ଦ୍ରର ଏ. ପି. ଏସ ଅଶୋକ କୁମାର ବେହେରା ଧନ୍ୟବାଦ୍ ଜ୍ଞାପନ କରିଥିଲେ ।। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ର ସ୍ୱେଚ୍ଛା ସେବୀ ସାଇ ରଞ୍ଜନ ଲେଙ୍କା ମଞ୍ଚ ପରିଚାଳନା କରିଥିଲେ ଏବଂ ଶ୍ରୀକୃଷ୍ଣ ନାୟକ, ତ୍ରିଦେବ, ଦିବ୍ୟାନି, ରାକ୍ଷୀ, ଶେଖର, ଅମିତାବ୍, ରାମଦେବ,କୌଶିକ, ପଙ୍କଜ, ଦେବସ୍ମିତା, ସୁଭଦ୍ରା ସହୋଯୋଗ କରିଥିଲେ।।