Werw

ସାହୁପଡ଼ା ଶିଶୁମନ୍ଦିର ଛାତ୍ର ପାଇଲେ ନବୋଦୟ

State

ଆଗରପଡ଼ା :ବନ୍ତ ବ୍ଳକ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ସାହୁପଡ଼ା ସ୍ଥିତ ଶିଶୁମନ୍ଦିର ଛାତ୍ର ପ୍ରତିକ ବେହେରା ଚଳିତ ବର୍ଷ ନବୋଦୟ ଓ ଆଦର୍ଶ ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ଅର୍ଜନ କରି ବିଦ୍ୟାଳୟକୁ ଗୌରବାନ୍ନିତ କରିଛନ୍ତି । ଏହି ସଫଳତାର ଶ୍ରେୟ ସେ ଗୁରୁମା,ଗୁରୁଜୀ ଓ ତାଙ୍କ ପିତା କୈଳାସ ଚନ୍ଦ୍ର ବେହେରା ଓ ମାତା ଅନୁସୟାଙ୍କୁ ଦେଇଛନ୍ତି ।