Rs 1 1706773684.jpg

୧ ଟଙ୍କାରେ ବଜେଟ ହିସାବ

National & International

RS_1_1706773684

ନୂଆଦିଲ୍ଲୀ :ସଂସଦରେ ଉପସ୍ଥାପିତ ହୋଇଛି ପେପର ଲେସ୍‌ ବଜେଟ୍‌। ବଜେଟ୍‌ରେ ବିଭିନ୍ନ ବିଭାଗ ପାଇଁ ଅର୍ଥ ବ୍ୟୟବରାଦ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି।
ଆସନ୍ତୁ ଜାଣିବା ୧ ଟଙ୍କାରେ ପୂରା ବଜେଟ୍‌ର ହିସାବ

ଟଙ୍କାଟିଏ ଆସିବ କୁଆଡ଼ୁ

ଋଣ ଓ ଅନ୍ୟାନ୍ୟ ଦାତା-୨୮ ପ.

କର୍ପୋରେସନ ଟିକସ-୧୭ ପ.

ଆୟକର-୧୯ ପ.

ସୀମା ଶୁଳ୍କ-୪ ପ.

କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ-୫ ପ.

ଜିଏସଟି ଓ ଅନ୍ୟାନ୍ୟ ଟିକସ-୧୮ ପ.

ଅଣ-ଟିକସ ରାଜସ୍ୱ- ୭ ପ.

ଅଣ-ଋଣ ପୁଞ୍ଜି ଆୟ-୧ ପ.

ଟଙ୍କା ଟିଏ ଯିବ କୁଆଡ଼େ

ଟିକସ ଓ ଶୁଳ୍କରୁ ରାଜ୍ୟର ଭାଗ- ୨୦ ପ.

ସୁଧ ଦେୟ- ୨୦ ପ.

କେନ୍ଦ୍ରୀୟ ଯୋଜନା- ୮ ପ.

ଫାଇନାନ୍ସ କମିଶନ ଓ ଅନ୍ୟ ଟ୍ରାନ୍ସଫର- ୮ ପ.

କେନ୍ଦ୍ର ପ୍ରାୟୋଜିତ ଯୋଜନା- ୧୬ ପ.

ପ୍ରତିରକ୍ଷା- ୮ ପ.

ସବସିଡି- ୬ ପ.

ପେନସନ- ୪ ପ.

ଅନ୍ୟାନ୍ୟ ଖର୍ଚ୍ଚ: ୯ପ.