ନୂଆଦିଲ୍ଲୀ :ସଂସଦରେ ଉପସ୍ଥାପିତ ହୋଇଛି ପେପର ଲେସ୍ ବଜେଟ୍। ବଜେଟ୍ରେ ବିଭିନ୍ନ ବିଭାଗ ପାଇଁ ଅର୍ଥ ବ୍ୟୟବରାଦ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି।
ଆସନ୍ତୁ ଜାଣିବା ୧ ଟଙ୍କାରେ ପୂରା ବଜେଟ୍ର ହିସାବ
ଟଙ୍କାଟିଏ ଆସିବ କୁଆଡ଼ୁ
ଋଣ ଓ ଅନ୍ୟାନ୍ୟ ଦାତା-୨୮ ପ.
କର୍ପୋରେସନ ଟିକସ-୧୭ ପ.
ଆୟକର-୧୯ ପ.
ସୀମା ଶୁଳ୍କ-୪ ପ.
କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ-୫ ପ.
ଜିଏସଟି ଓ ଅନ୍ୟାନ୍ୟ ଟିକସ-୧୮ ପ.
ଅଣ-ଟିକସ ରାଜସ୍ୱ- ୭ ପ.
ଅଣ-ଋଣ ପୁଞ୍ଜି ଆୟ-୧ ପ.
ଟଙ୍କା ଟିଏ ଯିବ କୁଆଡ଼େ
ଟିକସ ଓ ଶୁଳ୍କରୁ ରାଜ୍ୟର ଭାଗ- ୨୦ ପ.
ସୁଧ ଦେୟ- ୨୦ ପ.
କେନ୍ଦ୍ରୀୟ ଯୋଜନା- ୮ ପ.
ଫାଇନାନ୍ସ କମିଶନ ଓ ଅନ୍ୟ ଟ୍ରାନ୍ସଫର- ୮ ପ.
କେନ୍ଦ୍ର ପ୍ରାୟୋଜିତ ଯୋଜନା- ୧୬ ପ.
ପ୍ରତିରକ୍ଷା- ୮ ପ.
ସବସିଡି- ୬ ପ.
ପେନସନ- ୪ ପ.
ଅନ୍ୟାନ୍ୟ ଖର୍ଚ୍ଚ: ୯ପ.