Onn 3

ଜଳପ୍ରପାତରୁ ଗଳିତ କଙ୍କାଳ ଉଦ୍ଧାର, ଦୀର୍ଘ ଦୁଇମାସ ତଳୁ ନିଖୋଜ ଥିଲେ ଛାତ୍ର

Crime State

 

waterfall-3

କନ୍ଧମାଳ: ଜଳପ୍ରପାତରୁ ଗଳିତ କଙ୍କାଳ ଉଦ୍ଧାର । ଦୀର୍ଘ ଦୁଇମାସ ଦୁଇ ଦିନ ପରେ କନ୍ଧମାଳ ଜିଲ୍ଲା ଉର୍ମଗଡ ଜଳପ୍ରପାତରୁ ନିଖୋଜ ଆଦର୍ଶ ବିଦ୍ୟାଳୟର ଛାତ୍ରର ମିଳିଲା ଗଳିତ କଙ୍କାଳ । ଜଳପ୍ରପାତର ପାଞ୍ଚଶହ ମିଟର ବ୍ୟବଧାନରେ ଥିବା ପଥର ତଳୁ ମିଳିଛି ଛାତ୍ରଙ୍କ ଗଳିତ କଙ୍କାଳ। ଗୋଛାପଡା ଥାନା ଅନ୍ତର୍ଗତ ଉର୍ମଗଡ ଜଳପ୍ରପାତରେ ସାଙ୍ଗ ମାନଙ୍କ ସହିତ ବୁଲିବାକୁ ଯାଇ ଜଳପ୍ରପାତରେ ବୁଡ଼ି ନିଖୋଜ ହୋଇ ଯାଇଥିଲେ ।