Onn 3

ଯୁବକଙ୍କୁ ନିର୍ଦ୍ଧୁମ ପିଟିବା ସହ କଟୁରୀରେ ଆକ୍ରମଣ କଲେ ଯୁବତୀ

Crime State

 

werc

ଜଳେଶ୍ୱର: ପରକୀୟା ପ୍ରୀତିରୁ ଯୁବକଙ୍କୁ ଆକ୍ରମଣ। ନିର୍ଦ୍ଧୁମ ପିଟିବା ସହ କଟୁରୀରେ ଆକ୍ରମଣ କରିଛନ୍ତି ଯୁବତୀ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଧିତିପୁର ଗାଁର ଘଟଣା । ସଂଜ୍ଞାହୀନ ଅବସ୍ଥାରେ ଯୁବକଙ୍କୁ କିଆ ବୁଦା ମୂଳରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଉଦ୍ଧାର ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବକ ଜଣକ ଚଣ୍ଡୀପୁର ଗାଁର ଗୋପାଳ ମୁଖୀ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବସ୍ତା ପୋଲିସର ତଦନ୍ତ ଜାରି ରଖିଛି ।