ଫଳରେ ବୋଟରେ ଥିବା ୮ଜଣ ମତ୍ସ୍ୟଜୀବୀ ନିଖୋ ହୋଇଯାଇଥିଲେ । ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ପାରାଦୀପ ମେରାଇନ ଥାନା ଓ କୋଷ୍ଟ ଗାର୍ଡ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଥିଲେ । ୫ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ଆଉ ୩ଜଣଙ୍କୁ ଉଦ୍ଧାର ପାଇଁ ଆଜି ସକାଳୁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।