Onn 3

ଅବ୍ୟାପାରରେ ବ୍ୟାପାର: ଭର୍ତ୍ତୃହରି

Crime State

ଭୁବନେଶ୍ୱର: ଫାଇଭଟି ସଚିବଙ୍କୁ ନେଇ ବିବାଦ ଓ ସେୀମ୍ୟ ପଟ୍ଟନାୟକଙ୍କ ପ୍ରଶ୍ନ ପ୍ରସଙ୍ଗ । ଏସବୁ ଅବ୍ୟାପାରରେ ବ୍ୟାପାର ବୋଲି କହିଲେ ସାଂସଦ ଭର୍ତ୍ତୃହରି ମହତାବ । ସୌମ୍ୟ ବାବୁ ପ୍ରଶ୍ନ କଲେ ,ମୁଖ୍ୟମନ୍ତ୍ରୀ ତାର ଉତ୍ତର ଦେଇ ସାରିଛନ୍ତି । ରାଜନୀତିରେ ଅମଲାତାନ୍ତ୍ରୀକ ହସ୍ତକ୍ଷେପ ହେଉଛି କି ପ୍ରଶ୍ନରେ ଉତ୍ତର । ଆମେରିକାରେ ବି ହେଉଛି,ସେଠି ଏକ୍‌ଜିକ୍ୟୁଟିଭ ବହୁତ ପାୱାରଫୁଲ ।

ଗଣତାନ୍ତ୍ରିକ ଦେଶରେ ଏହା ପୁଲ ଆଣ୍ଡ ପ୍ରେସର,ଏସବୁ ସ୍ୱାଭାବିକ କଥା । ଏହାକୁ ନେଇ ଅଧିକ ଚର୍ଚ୍ଚା କରିବା ହେଉଛି ଅବ୍ୟାପାରରେ ବ୍ୟାପାର । ଏକଥାକୁ ଆଦୌ ଗୁରୁତ୍ୱ ଦେବା ଠିକ ନୁହେଁ ବୋଲି କହିଲେ ଭର୍ତ୍ତୃହରୀ ।