Dead Body Death 1068x712

ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ରାଜ୍ୟ
ବାରିପଦା: ରାଇରଙ୍ଗପୁର ପୋଲିସ ଜିଲ୍ଲା ଅଧିନସ୍ଥ ବହଳଦା ଥାନା ଅଞ୍ଚଳର କାଦୁଆଣି ବଜାର ରୁ ଆଜି ସକାଳେ ଜନୈକ ଅଜଣା ମହିଳା ମୃତ ଦେହ ପଡ଼ିଥିବା ଖବର ପାଇ ବହଳଦା ଥାନାଧିକାରୀ ଭାସ୍କର ପ୍ରଧାନ ଙ୍କ ସମେତ ପୋଲିସ  ଘଟଣାସ୍ଥଳରେ ପହଞ୍ଚି ମୃତ ମହିଳାକୁ ଉଦ୍ଧାର କରିଛନ୍ତି l
ମୃତ ମହିଳା ଙ୍କ ବୟସ ପାଖା ପାଖି 45,ବୟସ ହେବ l   ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ ୭/୨୬ କରି ଶବ ଵ୍ଯଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ତଦନ୍ତ ଜାରି ରଖିଛନ୍ତି ।