Trudeau Modi 750x430

ନିଜ୍ଜାର ହତ୍ୟା ମାମଲାରେ ପ୍ରଧାନମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲା କାନାଡ଼ା, ଭାରତର ଦୃଢ଼ ଜବାବ

ନୂଆଦିଲ୍ଲୀ : କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପୃକ୍ତି ଆଣିଛି କାନାଡ଼ା। ଏ ନେଇ କାନାଡ଼ା ନିରାପତ୍ତା ସଂସ୍ଥାର ଅଧିକାରୀଙ୍କ ମନ୍ତବ୍ୟକୁ ଆଧାର କରି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଛି। ଏହାପରେ ଭାରତ ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯାଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହି ରିପୋର୍ଟକୁ ଖାରଜ କରିବା ସହିତ ନିନ୍ଦା କରି କହିଛି ଯେ, ଆମେ ସାଧାରଣତଃ ଗଣମାଧ୍ୟମ ରିପୋର୍ଟ ମନ୍ତବ୍ୟ ଦେବାକୁ ପସନ୍ଦ […]

Read More Text.
Patole Raut 750x430

ଫଳାଫଳ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା

ମୁମ୍ବାଇ : ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନରେ ବୁଧବାର ମତଦାନ ଶେଷ ହୋଇଛି। ନଭେମ୍ବର ୨୩ରେ ଭୋଟ ଗଣତି ହେବ ଏବଂ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହା ପୂର୍ବରୁ ମହାବିକାଶ ଅଘାଡ଼ି(ଏମଭିଏ) ନେତାମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଟଣାଓଟରା ଆରମ୍ଭ ହୋଇଯାଇଛି। ଏମଭିଏର ସହଯୋଗୀ ଦଳ ତଥା କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ କହିଛନ୍ତି ଯେ, ନୂଆ ସରକାର ଗଠନ ହେଲେ ମୁଖ୍ୟମନ୍ତ୍ରୀ କଂଗ୍ରେସରୁ ହେବେ। ସେପଟେ ଅନ୍ୟତମ ସହଯୋଗୀ ଶିବସେନା (ୟୁବିଟି) ସାଂସଦ […]

Read More Text.
Aap 1732180354

ଦିଲ୍ଲୀ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ଆପ୍‌, ରହିଛି ୬ଟି ସର୍‌ପ୍ରାଇଜ୍‌

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ଏବେଠୁ ସବୁ ରାଜନୈତିକ ଦଳଗୁଡିକରେ ଆରମ୍ଭ ହୋଇଗଲାଣି କସରତ। କାହାକୁ ପ୍ରାର୍ଥୀ କରାଯିବ, କିଏ ପାଇବ ଟିକେଟ୍‌? ଏହାକୁ ନେଇ ଚାଲିଛି ଅଙ୍କକଷା। ଏହାରି ଭିତରେ ଆମ ଆଦ୍‌ମୀ ପାର୍ଟି ନିଜର ପ୍ରାର୍ଥୀ ତାଲିକା ଜାରି କରିଛି। ତେବେ ଆପ୍‌ର ଏହି ପ୍ରାର୍ଥୀ ତାଲିକାରେ ରହିଛି ୬ଟି ସର୍‌ପ୍ରାଇଜ୍‌। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଆମ୍ ଆଦମୀ ପାର୍ଟି ବିଧାନସଭା ନିର୍ବାଚନ ପାଇଁ ୧୧ଜଣ ପ୍ରାର୍ଥୀଙ୍କ ତାଲିକା […]

Read More Text.
Image 1732172856

ଗିରଫ ହେବେ କି ଗୌତମ ଆଦାନୀ? ଆମେରିକାରେ ଓ୍ୱାରେଣ୍ଟ ଜାରି, ମୋଦିଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ : ବଢ଼ିଲା ଭାରତର ସବୁଠାରୁ ଧନୀ ତଥା ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ଅଡୁଆ। ତାଙ୍କ ବିରୋଧରେ ଜାରି ହେଲା ଗିରଫ ଓ୍ୱାରେଣ୍ଟ। କେବଳ ସେ ଏକା ନୁହନ୍ତି ତାଙ୍କ ପୁତୁରା ସାଗର ଆଦାନୀ ବିରୋଧରେ ମଧ୍ୟ ଗିରଫ ଓ୍ୱାରେଣ୍ଟ ଜାରି ହୋଇଛି। ଆମେରିକାର ଏକ କୋର୍ଟ ଏହି ଓ୍ୱାରେଣ୍ଟ ଜାରି କରିଛି। ଏହାକୁ ନେଇ ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ବିଜେପିକୁ ଘେରିଛନ୍ତି ବିରୋଧୀ । ପ୍ରକୃତରେ ଭାରତର ପ୍ରତିଷ୍ଠିତ ଶୀଳ୍ପପତି […]

Read More Text.
Image 1732165050

ଆଦାନୀଙ୍କୁ ଘେରିଲା ଆମେରିକା, କଣ୍ଟ୍ରାକ୍ଟ ହାସଲ ପାଇଁ ଦେଇଥିଲେ ୨ହଜାର କୋଟି ଲାଞ୍ଚ

ନୂଆଦିଲ୍ଲୀ : ନୂଆ ବିବାଦରେ ଫସିଲେ ବିଶିଷ୍ଟ ଉଦ୍ୟୋଗପତି ତଥା ଭାରତର ସବୁଠାରୁ ଧନୀ ଏବଂ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ। ବଢ଼ିଲା ତାଙ୍କ ଅଡୁଆ। ତାଙ୍କ ବିରୋଧରେ ଆମେରିକା ଆଣିଲା ଗୁରୁତର ଅଭିଯୋଗ। ଆମେରିକାରେ ସୋଲାର ଏନର୍ଜୀ କଣ୍ଟ୍ରାକ୍ଟ ପାଇବା ପାଇଁ ସେ କୁଆଡେ ଦେଇଥିଲେ ଲାଞ୍ଚ। ୨୬୫ ମିଲିୟନ ଡଲାର ତଥା ୨୨୩୬ କୋଟିରୁ ଅଧିକ ଟଙ୍କାର ଲାଞ୍ଚ ଦେଇଥିବା ଓ ଏହାକୁ ଲୁଚାଇ ଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଉଠିଛି। […]

Read More Text.
Ex

ଆସିଲା ମହାରାଷ୍ଟ୍ର-ଝାଡ଼ଖଣ୍ଡ ଏକ୍‌ଜିଟ୍ ପୋଲ୍

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ଝାରଖଣ୍ଡର ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଶେଷ ହୋଇଛି। ଭୋଟ ଶେଷ ହେବା ମାତ୍ରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲ ରେଜଲ୍ଟ ମଧ୍ୟ ସାମ୍ନାକୁ ଆସିଛି। ବିଭିନ୍ନ ଏକଜିଟ ପୋଲର ଆକଳନ କହୁଛି ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତି ପୁଣି ସରକାର ଗଠନ କରିବ। ଏଯାଏ ୭ଟି ସଂସ୍ଥା ସେମାନଙ୍କର ଏକଜିଟ ପୋଲ ରେଜଲ୍ଟ ପ୍ରକାଶ କରିଛନ୍ତି। ଏହା ମଧ୍ୟରୁ ୩ଟି ସଂସ୍ଥାର କହିବା କଥା ଯେ ମହାରାଷ୍ଟ୍ରରେ ଝୁଲା […]

Read More Text.
Beed 1732105609

ଚାଲିଥିଲା ଭୋଟ, ବୁଥ ଭିତରେ ଚାଲିଗଲା ବିଧାୟକ ପ୍ରାର୍ଥୀଙ୍କ ଜୀବନ

ମହାରାଷ୍ଟ୍ରବାସୀ ଆଜି ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେଉଛନ୍ତି। ଭୋଟିଂ ସମୟ ମଧ୍ୟ ଶେଷ ହେବାକୁ ବସିଲାଣି। ହେଲେ ଶେଷ ସମୟରେ ଘଟିଛି ବଡ଼ ଅଘଟଣ। ବୁଥ ଭିତରେ ଭୋଟିଂ ଚାଲିଥିବା ବେଳେ ସେହିଠାରେ ଆଖି ବୁଜିଛନ୍ତି ଜଣେ ବିଧାୟକ ପ୍ରାର୍ଥୀ। ମହାରାଷ୍ଟ୍ରର ବୀଡ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ବାଲାସାହେବ ସିନ୍ଦେ ହଠାତ୍‌ ହୃଦଘାତରେ ପ୍ରାଣ ହରାଇଛନ୍ତି। ସନ୍ଧ୍ୟା ସମୟରେ ସିନ୍ଦେ ନିଜ ସମର୍ଥକଙ୍କ ସହ ଛତ୍ରପତି ଶାହୁ ବିଦ୍ୟାଳୟରେ ହୋଇଥିବା ପୋଲିଂ […]

Read More Text.
Up 1732104918

ୟୁପି ଉପ ନିର୍ବାଚନ: ଭିଡିଓ ଭାଇରାଲ ପରେ ୭ ପୁଲିସ ଅଫିସରଙ୍କୁ ନିଲମ୍ବନ କଲେ ଇସିଆଇ

ଉତ୍ତର ପ୍ରଦେଶରେ ୯ଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ ବ୍ୟାପକ ଅନିୟମିତତା ଦେଖାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ୍‌ ନିର୍ଦ୍ଦିଷ୍ଟ ଭୋଟରଙ୍କୁ ଭୋଟଦାନରୁ ଦୂରେଇ ରଖିଥିବା ବେଳେ ସେମାନଙ୍କୁ ଭୟଭୀତ କରିବାର ଏକାଧିକ ଭିଡିଓ ସାମ୍ନାକୁ ଆସିଛି। ସେହିପରି କିଛି ସ୍ଥାନରେ ପୁଲିସ୍‌ ଜାଣିଶୁଣି ଭୋଟରଙ୍କ ପରିଚୟ ମଧ୍ୟ ଯାଞ୍ଚ କରିଛି। ଏନେଇ ବିରୋଧୀ ସମାଜବାଦୀ ପାର୍ଟି ଭିଡିଓ ଜାରି କରିବା ସହ ଭାରତୀୟ ନିର୍ବାଚନ କମିଶନ ଇସିଆଇଙ୍କ ନିକଟରେ ଅଭିଯୋଗ କରିଛି। ଅଭିଯୋଗ ପରେ […]

Read More Text.
Up 1732099968

ଉପ ନିର୍ବାଚନ: ବୁର୍ଖା ଭୋଟରଙ୍କୁ ନେଇ ପ୍ରଶ୍ନ ଉଠାଇଲା ବିଜେପି, ପୁଲିସର ଗୁମର ଖୋଲିଲା ସପା

ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ସହ ଆଜି ଉତ୍ତର ପ୍ରଦେଶର ୯ଟି ବିଧାନସଭା ଆସନରେ ଉପ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଛି। ତେବେ ଉପ ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ପୁଲିସ୍‌ ମନଇଚ୍ଛା ଲୋକଙ୍କ ପରିଚୟପତ୍ର ଯାଞ୍ଚ କରିବା ସହ ସେମାନଙ୍କୁ ଅଧା ବାଟରକୁ ବିନା ଭୋଟିଂରେ ଘରକୁ ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ସେହିପରି କିଛି ସ୍ଥାନରେ ପୁଲିସ୍‌ ପ୍ରଶାସନ ଓ ଭୋଟରଙ୍କ ମଧ୍ୟରେ ସଂଘର୍ଷ […]

Read More Text.
Jxqojsp6za7frnabt1io

ଶାହଙ୍କ ପରେ କାନାଡା-ଆମେରିକା ଗୁପ୍ତଚର ଏଜେନ୍ସିର ଟାର୍ଗେଟରେ ପିଏମ ମୋଦୀ!

ଅଟୱା: ଖାଲିସ୍ତାନୀଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ କାନାଡା ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରଶ୍ନ ଉଠାଇଛି। ବ୍ରିଟିଶ କଲମ୍ବିଆରେ ଖାଲିସ୍ତାନୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ଏବଂ ଏହା ସହିତ ଜଡ଼ିତ ଅନ୍ୟାନ୍ୟ ଷଡ଼ଯନ୍ତ୍ର ବିଷୟରେ ନରେନ୍ଦ୍ର ମୋଦୀଙ୍କ ପାଖରେ ପୂର୍ବରୁ ସୂଚନା ଥିଲା ବୋଲି କାନାଡା ସୁରକ୍ଷା ଏଜେନ୍ସିମାନେ ମତ ଦେଇଛନ୍ତି। କାନାଡାରେ ଭାରତର ବୈଦେଶିକ ହସ୍ତକ୍ଷେପ କାର୍ଯ୍ୟର ଗୁପ୍ତଚର ମୂଲ୍ୟାଙ୍କନ ଉପରେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ ଜାତୀୟ ସୁରକ୍ଷା ଅଧିକାରୀ […]

Read More Text.