Att

ହିନ୍ଦୁ ମନ୍ଦିରରେ ପଶିଲେ ଖଲିସ୍ତାନୀ, ଶ୍ରଦ୍ଧାଳୁଙ୍କୁ ପିଟିଲେ

କାନାଡାରେ ପୁଣି ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍‌ କରିଛନ୍ତି ଖଲିସ୍ତାନୀ। ମନ୍ଦିର ଭିତରେ ପଶି ଶ୍ରଦ୍ଧାଳୁଙ୍କ ଖଲିସ୍ତାନୀମାନେ ଆକ୍ରମଣ କରିଛନ୍ତି। ତାଙ୍କ ସହ ମାର୍‌ପିଟ୍‌ ମଧ୍ୟ କରାଯାଇଛି। କାନାଡାର ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିରରେ ଭକ୍ତଙ୍କ ଉପରେ ଆକ୍ରମଣ ହୋଇଛି। ଏହି ପୂରା ଘଟଣାର ଭିଡିସ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହିନ୍ଦୁ ଫୋରମ୍ କାନାଡା ଏହି ଘଟଣାର ଭିଡିଓକୁ X ହ୍ୟାଣ୍ଡେଲରେ ଶେୟାର କରିଛି। ଏଥିରେ ଖାଲିସ୍ତାନୀଙ୍କ ହାତରେ ହଳଦିଆ ପତାକା ଧରି ମନ୍ଦିର […]

Read More Text.
Image 1730637620

‘ୱାନ ନେସନ, ୱାନ ଇଲେକ୍ସନ’କୁ ଥାଲାପତି ବିଜୟଙ୍କ ବିରୋଧ

ରାଜନୀତିରେ ଏଣ୍ଟ୍ରି ମାରୁ ମାରୁ ମୋଦି ସରକାରଙ୍କ ଯୋଜନାକୁ ବିରୋଧ କଲେ ତାମିଲ ଅଭିନେତା ଥାଲାପତି ବିଜୟ। ନୂଆକରି ବିଜୟ ଗଢ଼ିଥିବା ଦଳ ‘ତାମିଲଗା ଭେଟ୍ରି କାଝଗମ’ (TVK) ରବିବାର ମୋଦି ସରକାରଙ୍କ ‘ୱାନ ନେସନ୍-ୱାନ ଇଲେକ୍ସନ’ ଯୋଜନାକୁ ବିରୋଧ କରି ଏକ ସଂକଳ୍ପ ପାରିତ କରିଛି। କିଛିଦିନ ହେବ ସମଗ୍ର ଦେଶରେ ଗୋଟିଏ ସମୟରେ ନିର୍ବାଚନ କରାଇବାକୁ କେନ୍ଦ୍ର ସରକାରଙ୍କ ଯୋଜନାକୁ ନେଇ ବିରୋଧୀ ଓ ବିଜେପି ମୁହାଁମୁହିଁ ସ୍ଥିତିରେ। ଏଭଳି ପରିସ୍ଥିତିରେ ଏହାକୁ ବିରୋଧ କରି […]

Read More Text.
Yog

ଯୋଗୀଙ୍କୁ ହତ୍ୟା ଧମକ ଦେବା ପଛରେ ୨୪ ବର୍ଷୀୟ ଯୁବତୀ, ବାନ୍ଧିଲା ପୁଲିସ୍‌

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେବା ପଛରେ ଥିବା ୨୪ ବର୍ଷୀୟ ଯୁବତୀଙ୍କୁ ପୁଲିସ୍‌ ଗିରଫ କରିଛି। ଯଦି ୧୦ ଦିନ ଭିତରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦେବେ, ତା’ହେଲେ ତାଙ୍କୁ ମୁମ୍ବାଇର ରାଜନେତା ବାବା ସିଦ୍ଦିକିଙ୍କ ଭଳି ହତ୍ୟା କରାଯିବ ବୋଲି ଧମକ ମିଳିଥିଲା। ଏହାର ତଦନ୍ତ ଆରମ୍ଭ ହୋଇଥିବା ମୁମ୍ବାଇ ପୁଣି ଥାନେରୁ ଫାତିମା ଖାନ ନାମକ ଜଣେ ଯୁବତୀଙ୍କୁ ଗିରଫ କରିଛି। ତାଙ୍କ ଫୋନ […]

Read More Text.
Image 1730629519

ଶ୍ରୀନଗରରେ ଗ୍ରେନେଡ ଆକ୍ରମଣ, ୧୦ରୁ ଅଧିକ ଲୋକ ଆହତ

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଶନିବାର ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ‘ଲଶ୍କର-ଏ-ତୋଏବା’ ପାକିସ୍ତାନୀ ଆତଙ୍କୀ ସଂଗଠନର ଏକ ଶୀର୍ଷ କମାଣ୍ଡର ଟଳିବା ପରେ ଆଜି (ରବିବାର) ଶ୍ରୀନଗରରେ ଏକ ବଡ଼ ଆକ୍ରମଣ ହୋଇଛି। ଗ୍ରେନେଡ ବିସ୍ଫୋରଣରେ ପ୍ରାୟ ୧୦ରୁ ଅଧିକ ନାଗରିକ ଆହତ ହୋଇଥିବା କୁହାଯାଉଛି। ଶ୍ରୀନଗରସ୍ଥିତ ପର୍ଯ୍ୟଟକ ସ୍ୱାଗତ କେନ୍ଦ୍ର (Tourist Reception Centre) ବାହାରେ ଥିବା ବଜାରରେ ରବିବାର କାରଣରୁ ବହୁ ସଂଖ୍ୟାରେ ଲୋକଙ୍କ ଗହଳି ରହିଥିଲା। ଏହି ସମୟରେ ଏପରି ଗ୍ରେନେଡ ଆକ୍ରମଣ […]

Read More Text.
Image 1730605797

ବନ୍ଦ ହେଲା କେଦାରନାଥ ପୀଠ କପାଟ, ୬ ମାସ ପରେ ଖୋଲିବ

ବନ୍ଦ ହେଲା ପ୍ରସିଦ୍ଧ କେଦାରନାଥ ପୀଠ କପାଟ । ଶୀତ ଋତୁ ପାଇଁ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା ପରେ ଆଜି ବାବା କେଦାରନାଥ ପୀଠ କପାଟକୁ ବନ୍ଦ କରାଯାଇଛି । ତୁଷାରପାତ ଆରମ୍ଭରୁ ଏହାକୁ ବନ୍ଦ କରାଯାଇଥିବାବେଳେ ୬ ମାସ ପରେ ଏହା ଖୋଲିବ ବୋଲି ଜଣାପଡିଛି । ୧୧ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଅନ୍ୟତମ ଧାମ ଭାବେ ବିଶ୍ୱ ବିଖ୍ୟାତ କେଦାରନାଥ ପୀଠକୁ ଆଜି ପ୍ରାୟ ୧୦ କୁଇଣ୍ଟାଲ ଫୁଲରେ ସଜାଯାଇଛି। ଏଥିନିମନ୍ତେ ରାତି ୪ଟାରୁ ପୂଜାର୍ଚ୍ଚନା […]

Read More Text.
Misa Bharti

ମୋ ବାପାଙ୍କ ଜୀବନରେ ଏହି ଗୋଟିଏ ଭୁଲ କରିଦେଇଥିଲେ: ମିସା ଭାରତୀ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳର ସାଂସଦ ମିସା ଭାରତୀ ଆଜି ସମ୍ରାଟ ଚୌଧୁରୀଙ୍କ ଉପରେ ଆକ୍ରମଣ କରିଛନ୍ତି। ସମ୍ରାଟ ଚୌଧୁରୀଙ୍କୁ ଟାର୍ଗେଟ କରି ମିସା ନିଜ ପିତାଙ୍କ ଭୁଲ ବାବଦରେ କହିଥିଲେ । ସେ କହିଛନ୍ତି ଯେ ମୋ ପିତା ଲାଲୁ ଯାଦବ ତାଙ୍କ ଜୀବନରେ କେବଳ ଗୋଟିଏ ଭୁଲ କରିଛନ୍ତି, ସେହି ଭୁଲ ହେଉଛି ଯେ ସେ ସମ୍ରାଟ ଚୌଧୁରୀଙ୍କୁ ଅଳ୍ପ ବୟସରେ ଜଣେ ବିଧାୟକ ତଥା ମନ୍ତ୍ରୀ କରିଥିଲେ। ତାଙ୍କୁ ଅଳ୍ପ ବୟସରେ ଜଣେ […]

Read More Text.
Nawab Malik2

ମୋ ନାମ ଦାଉଦ ଇବ୍ରାହିମ ସହ ଯୋଡ଼ିଲେ ମାନହାନି ମକଦ୍ଦମା ଦାୟର କରିବି: ନବାବ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜି ଜୋର ଧରିଛି | ଏହାରି ମଧ୍ୟରେ ଏନସିପି ଅଜିତ ପାୱାର ଦଳର ନେତା ନବାବ ମଲିକ ତାଙ୍କ ନାମ ଅଣ୍ଡରୱାର୍ଲ୍ଡ ଦାଉଦ ଇବ୍ରାହିମଙ୍କ ସହ ଯୋଡାଯାଉଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ଯିଏ ମୋର ନାମ ଦାଉଦ ଇବ୍ରାହିମ ସହିତ ଯୋଡ଼ିବ, ମୁଁ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିବି। ଏନସିପି ନେତା ମଲିକ କହିଛନ୍ତି ଯେ ଦାଉଦ […]

Read More Text.
Kandhamal 768x430

କନ୍ଧମାଳ ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା: ଖାଦ୍ୟରେ ବିଷକ୍ରିୟା ଯୋଗୁ ମୃତ୍ୟୁ, ସମସ୍ତେ ନିୟମିତ ଭାବେ ପାଉଛନ୍ତି ଚାଉଳ

ଭୁବନେଶ୍ବର : ଅକ୍ଟୋବର ୩୦ ତାରିଖରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଦୁଇ ଜଣ ମହିଳାଙ୍କ ଦୁଃଖଦ ମୃତ୍ୟୁ ଘଟଣା ପରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ପକ୍ଷରୁ ଘଟଣାର କାରଣ ସମ୍ପର୍କରେ ଅନୁସନ୍ଧାନ କରାଯାଇଥିଲା। ରିପୋର୍ଟରୁ ଜଣାପଡିଛି ଆକ୍ରାନ୍ତ ଓ ମୃତବ୍ୟକ୍ତି ମାନେ ତାଙ୍କର ନିୟମିତ ଖାଦ୍ୟ ଅଭ୍ୟାସ ଭାବରେ ପଖାଳ ଓ ଆମ୍ବଟାକୁଆ ଜାଉ ଖାଇଥିଲେ। ଫୁଡ ପଏଜନିଙ୍ଗ କାରଣରୁ ସେମାନେ ଅସୁସ୍ଥ ହୋଇ […]

Read More Text.
Pa

ବିଷ୍ଣୋଇ ଗ୍ୟାଙ୍ଗ ନାଁରେ ସାଂସଦ ପପୁ ଯାଦବଙ୍କୁ ଧମକ ଦେଇଥିବା ଯୁବକ ଗିରଫ

ନୂଆଦିଲ୍ଲୀ : ସ୍ୱାଧୀନ ଭାବେ ଲୋକସଭା ନିର୍ବାଚନ ଜିତି ସାଂସଦ ହୋଇଥିବା ପପୁ ଯାଦବଙ୍କୁ ହତ୍ୟା ଧମକ ଦେଇଥିବା ଯୁବକଙ୍କୁ ବିହାର ପୁଲିସ୍‌ ଗିରଫ କରିଛି। ପୂର୍ଣ୍ଣିୟା ଲୋକସଭା ଆସନରୁ ସାଂସଦ ହୋଇଥିବା ପପୁ ଯାଦବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନାଁରେ ଧମକ ମିଳିଥିଲା। ଏହାପରେ ବିହାର ପୁଲିସ୍‌ ତଦନ୍ତ କରି ଦିଲ୍ଲୀରୁ ମହେଶ ପାଣ୍ଡେ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ଜେରା ବେଳେ ମହେଶ ନିଜର ଅପରାଧ ସ୍ୱୀକାର କରିଛନ୍ତି। ହେଲେ ତାଙ୍କର ଲିଙ୍କ […]

Read More Text.
Image 1730519923

ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କ ନାଁରେ ଜାରି ହେଲା ଫତୱା

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି ବିଧାୟକ ପ୍ରାର୍ଥୀଙ୍କ ନାଁରେ ଜାରି ହେଲା ଫତୱା। ଏହାକୁ ନେଇ ସରଗରମ ହୋଇଉଠିଛି ଉତ୍ତରପ୍ରଦେଶ ରାଜନୀତି। ଫତୱା ଜାରି ହୋଇଥିବା ବିଧାୟକ ପ୍ରାର୍ଥୀଜଣକ ହେଲେ ନସିମ ସୋଲଙ୍କି । ନସିମ ପୂର୍ବ ବିଧାୟକ ଇରଫାନ ସୋଲଙ୍କିଙ୍କ ପତ୍ନୀ । ଚଳିତ ବିଧାନସଭା ନିର୍ବାଚନ ନିମନ୍ତେ କାନପୁରର ସିସାମଉ ବିଧାନସଭା ସିଟ୍‌ରୁ ସେ ସପା ପ୍ରାର୍ଥୀ ହୋଇଛନ୍ତି । ନସିମ ସୋଲଙ୍କିଙ୍କ ଏକ ଭିଡିଓ ଜାରି ହେବା ପରେ ଏହାକୁ ନେଇ ଆରମ୍ଭ […]

Read More Text.