Raja 21

କୁଆଡ଼େ ଗଲା ରଜ ?

ହରିହର ତ୍ରିପାଠୀ   ଓଡ଼ିଶାର କୃଷିଭିତ୍ତିକ ପର୍ବ ଓ ପ୍ରକୃତି ଉପାସନାର ତଥା ପ୍ରକୃତି ସୁରକ୍ଷାର ଅନନ୍ୟ ପରମ୍ପରା ରଜପର୍ବ ଏବେ ତାର ମହତ୍ତ୍ୱ ହରାଇ ସାରିଛି । କାରଣ ରଜକୁ ଆଉ ଗାଁ ଗହଳିରେ ଖୋଜିଲେ ମିଳୁନି । ରଜ ଏବେ ଗ୍ରାମ୍ୟ ପରିବେଶରୁ ବାହାରି ଆସି ସହରବଜାର, କ୍ଲବ, ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ କବ୍ଜାରେ ପଡିଯାଇଛି । ଦିନଥିଲା ରଜପୂର୍ବରୁ ଗାଁଗହଳିର ସ୍ତ୍ରୀଲୋକମାନେ କଟାକଟି, ବଟାବଟି ଭଳି କାର୍ଯ୍ୟ ସାରି ଦେଉଥିଲେ । ଗୁଆ ଭଙ୍ଗା […]

Read More Text.
Onn 3

ସମୟ ଚକ୍ରରେ ହଜିଯାଇଛି ଶଗଡ଼, ଆଉ ଶୁଣିବାକୁ ମିଳୁନି ଶଗଡ଼ର ‘କେଁ କଟର’ ଶଦ୍ଦ

ଶଗଡ଼ର ସ୍ଥାନ ନେଇଛି ଟ୍ରାକ୍ଟର ଆଗରପଡ଼ା: ପୂର୍ବରୁ ଚାଷ କାର୍ଯ୍ୟରେ ଚାଷୀଭାଇମାନେ ଶଗଡ଼ ଉପରେ ସଂପୂର୍ଣ୍ଣ ଭାବରେ ନିର୍ଭର କରୁଥିଲେ । ଚାଷର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉକ୍ତ ଶଗଡ଼ର ଆବଶ୍ୟକତା ପଡ଼ୁଥିଲା । ବୈଶାଖର ଅକ୍ଷୟ ତୃତିୟାରେ ମୁଠି ଅନୁକୁଳ ପାଇଁ ପୂର୍ବରୁ ଚାଷୀମାନେ ତାଙ୍କର ବିଲବାଡ଼ିକୁ ହଳ କରି ମାଟିକୁ ଉର୍ବର କରୁଥିଲେ । ନିଜ ବାଡ଼ି ପଟେ ଜମା ହୋଇଥିବା ବର୍ଷ ଯାକର ଖତକୁ ଗୁରଲ ଲଗାଇ ଶଗଡ଼ରେ ବୋହି ନେଉଥିଲେ । […]

Read More Text.