କୁଆଡ଼େ ଗଲା ରଜ ?
ହରିହର ତ୍ରିପାଠୀ ଓଡ଼ିଶାର କୃଷିଭିତ୍ତିକ ପର୍ବ ଓ ପ୍ରକୃତି ଉପାସନାର ତଥା ପ୍ରକୃତି ସୁରକ୍ଷାର ଅନନ୍ୟ ପରମ୍ପରା ରଜପର୍ବ ଏବେ ତାର ମହତ୍ତ୍ୱ ହରାଇ ସାରିଛି । କାରଣ ରଜକୁ ଆଉ ଗାଁ ଗହଳିରେ ଖୋଜିଲେ ମିଳୁନି । ରଜ ଏବେ ଗ୍ରାମ୍ୟ ପରିବେଶରୁ ବାହାରି ଆସି ସହରବଜାର, କ୍ଲବ, ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ କବ୍ଜାରେ ପଡିଯାଇଛି । ଦିନଥିଲା ରଜପୂର୍ବରୁ ଗାଁଗହଳିର ସ୍ତ୍ରୀଲୋକମାନେ କଟାକଟି, ବଟାବଟି ଭଳି କାର୍ଯ୍ୟ ସାରି ଦେଉଥିଲେ । ଗୁଆ ଭଙ୍ଗା […]
Read More Text.