Mixcollage 04 Aug 2024 10 20 Pm 3263

ମମତା ମହନ୍ତଙ୍କ ଆସିବା ଟ୍ରେଲର ଥିଲା, ଆଗାମୀ ଦିନରେ ଭଲ ଫିଲ୍ମ ଦେଖିବେ: ସାଂସଦ ଅପରାଜିତା

ଭୁବନେଶ୍ଵର: କୁଡୁମୀ ନେତ୍ରୀ ମମତା ମହନ୍ତ ବିଜେଡି ତ ଛାଡିଲେ ରାଜ୍ୟସଭା ସଦସ୍ୟତା ଛାଡି ବିଜେଡିକୁ ଦୁର୍ବଳ କରି ଦେଇଗଲେ। ଏହାପରେ ଆରମ୍ଭ ହେଲା ରାଜନୈତିକ ଚର୍ଚ୍ଚା। ରାଜ୍ୟ ରାଜନୀତି ଏବେ ସରଗରମ। ମମତା ମହାନ୍ତ ବିଜେଡି ଛାଡ଼ି ବିଜେପିରେ ମିଶିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ସାଂସଦ କହିଛନ୍ତି, ଯାହା ଘର ଦୁର୍ବଳ ତାଙ୍କୁ ନିଶ୍ଚିତ ଭାବରେ ଡରିକି ରହିବା କଥା। ଏତେ ଡର କାହିଁକି ? ଆଗରୁ ତ ଏତେ ଡର […]

Read More Text.
Image 1722590879

ବିଜେଡି ବସା ଖାଲି ହୋଇଯିବ : ଅରବିନ୍ଦ ଢାଲି

‘‘ବିଜେଡିର ବସା ଖାଲି ହୋଇଯିବ। ଭବିଷ୍ୟତରେ ବିଜେଡି ରହିବନି, ଚାହିଁଲେ ବି ରଖିପାରିବେନି। ଦଳରେ ଥିବା ନେତାଙ୍କ ମଧ୍ୟରେ ଯୁଦ୍ଧ ଚାଲିବ, ଦଳ ଖଣ୍ତବିଖଣ୍ଡ ହୋଇଯିବ।” ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିବା ମମତା ମହାନ୍ତ ବିଜେପିରେ ମିଶିବା ପରେ ଏପରି ଢଙ୍ଗରେ ବିଜେଡିକୁ କଟାକ୍ଷ କରି କହିଛନ୍ତି ବିଜେପି ନେତା ଅରବିନ୍ଦ ଢାଲି। ସେ କହିଛନ୍ତି, ଦଳରେ ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି। ଦଳ ଭିତରେ କାହାର ସ୍ୱାଧୀନତା ନାହିଁ। ମୁଁ ବିଜେଡିରେ ଥିବା ବେଳେ କୋଣଠେସା ହୋଇ ରହିଥିଲି। ସେହି […]

Read More Text.
Img 20240801 Wa0283

ରାଜ୍ୟ ସଭା ସାଂସଦ ମମତାଙ୍କ ବିଜେଡିରୁ ଇସ୍ତଫା ନେଇ ବିଜେଡି ତରଫରୁ ମମତାଙ୍କ କୁଶପୁତ୍ତଳିକା ଦାହ

ବାରିପଦା : ବିଜେଡ଼ିରୁ ରାଜ୍ୟସଭା ସାଂସଦ ମମତା ମହାନ୍ତ ବୁଧବାର ଦିନ ବିଜେଡ଼ିର ପ୍ରାଥମିକ ସଭ୍ୟ ଏବଂ ରାଜ୍ୟସଭା ସାଂସଦ ତରଫରୁ ଇସ୍ତଫା ନେଇ ଓଡ଼ିଶା ତଥା ମୟୂରଭଞ୍ଜ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ମମତାଙ୍କ ଅପ୍ରତ୍ୟାଶିତ ଇସ୍ତଫା ନେଇ ବିଜେଡ଼ି ମହଲରେ ତଥା ମୟୂରଭଞ୍ଜରେ ବିଜେଡି ତରଫରୁ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ଅତିତରେ ମମତା ମହାନ୍ତ ବିଜେଡି ଜିଲ୍ଲା ପରିଷଦ ସଦସ୍ୟା, ଜିଲ୍ଲା ମହିଳା ସଭାନେତ୍ରୀ ଦାୟିତ୍ଵ ନିଭାଇଥିଲେ । ୨/୦୪/୨୦୨୦ ରେ […]

Read More Text.
Aaaa 669x430

ବିଜେପିରେ ମମତା ଯୋଗ ଦେବା ପରେ ବିଜେଡି-ବିଜେପି ମଧ୍ୟରେ ତୁ ତୁ ମେଁ ମେଁ

ଭୁବନେଶ୍ୱର: ଗତକାଲି ବିଜେଡି ଦଳ ସହ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ ସାଂସଦ ମମତା ମହାନ୍ତ | ଆଜି ସେ ବିଜେପିରେ ଯୋଗ ଦେବା ପରେ କହିଛନ୍ତି ଯେ ବିଜୁ ଜନତା ଦଳରେ ମୋର ଆବଶ୍ୟକତା ପଡୁନି | ସେଥିପାଇଁ ଲୋକଙ୍କ ସେବା କରିବା ପାଇଁ ବିଜେଡି ଛାଡ଼ିଲି | ଆଜି ମୁଁ ବିଜେପିରେ ସାମିଲ ହେଲି | ଆମର ପ୍ରଧାନମନ୍ତ୍ରୀଙ୍କ ବିଚାରଧାରାରେ ମୁଁ ଅନୁପ୍ରାଣିତ ହୋଇଛି | ସବକା ସାଥ ସବକା ବିକାଶ ନାରାରେ ବିଶ୍ୱାସ […]

Read More Text.
Pramila

ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନେଇ ପ୍ରଶ୍ନ ଉଠାଇଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ  ଶୂନ୍ୟକାଳରେ ସଙ୍ଗୀନ ଅଭିଯୋଗ ଉଠାଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନେଇ ସରକାରଙ୍କୁ ଉଠାଇଲେ ପ୍ରଶ୍ନ। ସେ କହିଛନ୍ତି, ଜଣେ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲାର ତଦନ୍ତ ଚାଲିଥିବା ବେଳେ କିପରି ସେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହୋଇପାରିଲେ ? କିଏ ତାଙ୍କୁ ନିଯୁକ୍ତି ଦେଲେ ? ସେ ପୁଣି ଖୋଦ୍ ମନ୍ତ୍ରୀଙ୍କ ଜିଲ୍ଲା ବଲାଙ୍ଗୀର ଅଞ୍ଚଳରେ ଆର ଆଇ ଦୁର୍ନୀତିରେ ଏହି ଓଏଏସ […]

Read More Text.
Mamata

ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ମମତା ମହାନ୍ତ

ଭୁବନେଶ୍ବର : ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ। ମମତାଙ୍କ ଇସ୍ତଫା ନେଇ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ ସୂଚନା ଦେଇଛନ୍ତି। ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ମମତା। କୁଡ଼ୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ମମତା ମହାନ୍ତ ପରିତିଚ ଥିଲେ। ରାଜ୍ୟସଭାରୁ ଇସ୍ତଫା ପରେ ବିଜେଡି ଉପରେ ଅସନ୍ତୋଷ ଝାଡ଼ିଛନ୍ତି ମମତା। ଏନେଇ ସୋଶାଲ୍‌ ମିଡିଆରେ ଲେଖିଛନ୍ତି। ସେପଟେ ମମତା ମହାନ୍ତ ‘X’ ଲେଖିଛନ୍ତି, ମୁଁ ଆଜି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛି। ବିଜୁ ଜନତା […]

Read More Text.
Cm Naveen Patnaik

ବଜେଟ୍‌ ଆଲୋଚନାରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ନବୀନ

ଭୁବନେଶ୍ବର: ବଜେଟ ଆଲୋଚନାରେ ଭାଗ ନେଇ ରାଜ୍ଯ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପ୍ରଥମେ ସେ କଟାକ୍ଷ କରି କହିଛନ୍ତି-ନୂଆ ସରକାରକୁ ଧନ୍ଯବାଦ ଯେ, ବିଜେଡି ସରକାରର ୮୦% ରୁ ଅଧିକ ଯୋଜନାକୁ ଆପଣେଇଛନ୍ତି ନୂଆ ସରକାର। ବଜେଟରେ ପରିବର୍ତ୍ତନ ଦେଖୁଛି। ଯେପରି ନାଁ ପରିବର୍ତନ। ଏହା ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର। ଏହି ଯୋଜନାଗୁଡିକର ରୂପରେଖ ବିଜେଡି ପ୍ରସ୍ତୁତ କରିଥିଲା। ବାକି 20% ସରକାର ପ୍ରତିଶୃତି ଉପରେ […]

Read More Text.
Ashrit Patnaik

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ନିର୍ବାଚନ ଜିତିବା ପାଇଁ ହୋଇଥିଲା: ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ

ଭୁବନେଶ୍ବର: ପୂର୍ବ ସରକାରଙ୍କ ଯୋଜନାର ନା ବଦଳିବା ନେଇ ଗୃହରେ ଉଦବେଗ। ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା। ଗଣେଶ୍ୱର ବେହେରା କହିଛନ୍ତି ସରକାର ବଦଳିବା ପରେ ୩୧୪ ବ୍ଲକର ବିକାଶ କାର୍ଯ ଠପ ହୋଇଯାଇଛି। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବିକାଶମୂଳକ କାମ ପାଇଁ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଆଯିବ ନେଇ ଘୋଷଣା କରାଯାଇଥିଲା। ସରକାର ବଦଳିବା ପରେ ଏହି ଯୋଜନାରେ କୌଣସି କାର୍ଯ୍ୟ […]

Read More Text.
Bab

ଆରମ୍ଭରୁ ବିଜେଡି ହଟ୍ଟଗୋଳ କରି ଖରାପ ପରମ୍ପରା ସୃଷ୍ଟି କରିଛି: ବାବୁ ସିଂହ

ଭୁବନେଶ୍ବର: ଆଜି ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନରେ ବି ହଟ୍ଟଗୋଳକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ବିଧାୟକ ବାବୁ ସିଂହ। ଗୃହ ବାହାରେ ବିଜେଡି ଗୃହ ଚଳାଇ ଦେଉ ନ ଥିବା ଅଭିଯୋଗ କରି କାଉଣ୍ଟର କରି ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ ଉଠାଇ ବାବୁ ସିଂହ କହିଛନ୍ତି, ଆଜି ଯେଉଁ କଥା କହୁଛନ୍ତି, ଶାସନରେ ଥିଲା ବେଳେ କରୁ ନ ଥିଲେ କାହିଁକି? ମାହାଙ୍ଗା ଡବଲ ମର୍ଡର ଘଟଣାର ୧୩ ନଂ […]

Read More Text.
Naveen Vk

ପାଣ୍ଡିଆନଙ୍କୁ ନେଇ ଜାତୀୟ ଗଣମାଧ୍ୟମର ତଥ୍ୟ ମିଥ୍ୟା: ନବୀନ

ଭୁବନେଶ୍ୱର: ଭିକେ ପାଣ୍ଡିଆନଙ୍କ ସପକ୍ଷରେ ପୁଣି ବାହାରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଇଂରାଜୀ ଖବରକାଗଜରେ ପାଣ୍ଡିଆନ ଓ ବିଜେଡିକୁ ନେଇ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ନବୀନ । ଗତ କେଇ ସପ୍ତାହ ଧରି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହାୟତାରେ ଅମିତ ଶାହାଙ୍କୁ ଭେଟିବାକୁ ପାଣ୍ଡିଆନ ଉଦ୍ୟମ କରୁଥିବା ନେଇ ଖବର ପ୍ରକାଶ ପାଇଥିଲା। କେବଳ ଏତିକି ନୁହେଁ, ବରଂ ବିଜେଡିରେ ଫାଟ ସୃଷ୍ଟି କରିବା ସହ ରାଜ୍ୟରେ ବିଜେପି ସଙ୍ଗଠନକୁ ଶକ୍ତିଶାଳୀ କରିବାରେ ସହଯୋଗ କରିବେ […]

Read More Text.