Ctc Rape 2 750x430

କଟକରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା, ତ୍ରିଶୁଳିଆରୁ ଗିରଫ ହେଲା ଅଭିଯୁକ୍ତ

କଟକ : କଟକ ବାରଙ୍ଗ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ । ତ୍ରିଶୁଳିଆରୁ ଗିରଫ କଲା ବାରଙ୍ଗ ଥାନା ପୋଲିସ । ପୀଡ଼ିତା ଶିଶୁ କନ୍ୟାକୁ ଗୁରୁତର ଅବସ୍ଥାରେ କଟକ SCBରେ ଭର୍ତ୍ତି କରାଯାଇଛି । ଏବେ ICUରେ ନାବାଳିକାଙ୍କ ଚାଲିଛି ଚିକିତ୍ସା । ଗିରଫ ଅଭିଯୁକ୍ତ ଝାଡ଼ଖଣ୍ଡର ବୋଲି ସୂଚନା ଦେଇଛନ୍ତି କଟକ ଡିସିପି । ପୀଡ଼ିତାଙ୍କ ପରିବାର ମଧ୍ୟ ଝାଡ଼ଖଣ୍ଡର ବୋଲି ସେ କହିଛନ୍ତି । ଅଭିଯୁକ୍ତକୁ ଧରିବା ପାଇଁ […]

Read More Text.
Image 31

ଲାଞ୍ଚ ମାଗି ଗ୍ରାମ୍ୟ କୃଷି କର୍ମଚାରୀ ନିଲମ୍ବିତ

ଚାନ୍ଦବାଲି: ଲାଞ୍ଚ ମାଗି ଗ୍ରାମ୍ୟ କୃଷି କର୍ମଚାରୀ (VAW) ନିଲମ୍ବିତ। ବାତ୍ୟା ‘ଦାନା’ ତ ଯାହା କ୍ଷୟକ୍ଷତି ଘଟଇଲା ତାଠୁ ଅଧିକ ଦାଉ ସାଧିଲା ସରକାରୀ ମାଡାମଙ୍କ ଲାଞ୍ଚ। ହେକ୍ଟର ପିଛା, ଏକର ପିଛା ଅଲଗା ଅଲଗା ଲାଞ୍ଚ ଦର। ଏଭଳି କିଛି ସାଂଘାତିକ ଅଭିଯୋଗ ଆସିଛି, ଭଦ୍ରକ ଚାନ୍ଦବାଲି ବ୍ଲକ ଭାଟପଡ଼ା ପଞ୍ଚାୟତରେ। ଭାଟପଡ଼ା ପଞ୍ଚାୟତ VAW ଭଗବତୀ କିଷାନ ଲାଞ୍ଚ ମାଗି ନିଲମ୍ବିତ ହୋଇଛନ୍ତି। ବାତ୍ୟା କ୍ଷତିପୂରଣ ପାଇଁ ଚାଷୀଙ୍କୁ ଲାଞ୍ଚ ମାଗିବା ଭିଡିଓ […]

Read More Text.
Up Bypoll 1732083108

ଭୋଟିଂ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼

ଆଜି ମହାରାଷ୍ଟ୍ର ଓ ଝାରଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟିଂ। ଏଥିସହ ଉତ୍ତରପ୍ରଦେଶର ୯ଟି ବିଧାନସଭା ଆସନରେ ଉପନିର୍ବାଚନ ମଧ୍ୟ ହେଉଛି। ତେବେ ଏହି ଭୋଟିଂ ଭିତରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ପ୍ରବଳ ହଙ୍ଗାମା। ଅନେକ ସ୍ଥାନରେ ନକଲି ଭୋଟର ଆସି ଭୋଟ୍‌ ଦେଉଥିବା ଅଭିଯୋଗ ଆସିଛି। ଉତ୍ତରପ୍ରଦେଶର ମୀରପୁର ଆସନରେ ଉପ-ନିର୍ବାଚନ ବେଳେ ପୁଲିସ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ପୁଲିସ ଭୋଟରଙ୍କୁ ଘଉଡାଇ ଦେଉଥିବା କିଛି ଲୋକ କହିଛନ୍ତି। ଭୋଟର୍‌ଙ୍କୁ ଭୋଟ୍ ଦେବାକୁ […]

Read More Text.
Death 2 750x430

ଦାଦା-ପୁତୁରାଙ୍କ ସନ୍ଦେହଜନକ ମୃତ୍ୟୁ: ରାତିରେ ଖାଇ ପିଇ ଶୋଇଲେ, ସକାଳୁ ଚାଲିଗଲା ଜୀବନ

ଜଗତସିଂହପୁର: ଦାଦା-ପୁତୁରାଙ୍କ ସନ୍ଦେହଜନକ ମୃତ୍ୟୁ । ରାତିରେ ଖାଇ ପିଇ ଶୋଇଥିଲେ, ସକାଳୁ ଚାଲିଗଲା ଜୀବନ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଶିରସ୍ତା ଗାଁରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଲେ ଦାଦା ଗୋପୀନାଥ ସାମଲ ଓ ପୁତୁରା ବିଭୁତି ସାମଲ । ଗତକାଲି ରାତିରେ ଉଭୟ ଖାଇ ସାରିବା ପରେ ହଠାତ୍ ଛାତି ଓ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଉଭୟଙ୍କୁ ପ୍ରଥମେ ପାଟକୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି […]

Read More Text.
Rw

ଜମି ପଞ୍ଜୀକରଣ ପାଇଁ ଆରମ୍ଭ ହେଲା ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ, ସାବାଡ ହେବେ ଦଲାଲ

କଟକ: ଏବେ ଜମି ପଞ୍ଜୀକରଣ ହେବ ସହଜ। ସରକାର ଏଥିପାଇଁ ହୋଇଛନ୍ତି ତତ୍ପର। ଜମିଜମା ପଞ୍ଜିକରଣ ପ୍ରକ୍ରିୟାକୁ ସରଳ କରିବା ଲାଗି ଆଜି ଠାରୁ ଆରମ୍ଭ ହେଲା ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ। କଟକ ସ୍ଥିତ ରାଜସ୍ଵ ପରିଷଦ ବିଲଡିଂରେ ଥିବା ମହାନିବନ୍ଧକ କାର୍ଯ୍ୟାଳୟରେ ଏହି ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ଏହା ଦ୍ୱାରା ରାଜ୍ୟରେ ଥିବା ୨୦୫ଟି ନିବନ୍ଧକ ଏବଂ ଉପ ନିବନ୍ଧକ କାର୍ଯ୍ୟାଳୟରେ ଏଣିକି ବ୍ୟବସ୍ଥିତ ଢଙ୍ଗରେ ତଥା ସହଜ ଉପାଯରେ […]

Read More Text.
Image 1732076163

ଦିଲ୍ଲୀ ବାୟୁ ପ୍ରଦୂଷଣ: ଓ୍ୱାର୍କ ଫ୍ରମ୍‌ ହୋମ୍‌ ଲାଗୁ, ଅଫିସ୍‌ ଆସିବେ ୫୦% କର୍ମଚାରୀ

କଲବଲ କରୁଛି ପ୍ରଦୂଷଣ। ବିଷ ପାଲଟି ଗଲାଣି ବାୟୁ। ଧୂଳି ଓ ଧୂଆଁର ମୋଟା ଚାଦର ତଳେ ରାଜଧାନୀ ଦିଲ୍ଲୀ। ପ୍ରଦୂଷଣ ଲାଗି ଘରୁ ବାହାରିବା ହୋଇପଡିଛି ମୁସ୍‌କିଲ। ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି ସ୍ଥିତି। ବାୟରୁ ଗୁଣବତ୍ତା ୫୦୦ ପାର୍‌ କରିଛି। ଥଣ୍ଡା ଯେତିକି ବଢୁଛି ସେହି ହିସାବରେ ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି। ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏବେ […]

Read More Text.
Img 20241119 Wa0232

ଭଂଜପୁର ଜଗଦ୍ଧାତ୍ରୀମେଳାର ସପ୍ତମ ସନ୍ଧ୍ୟା – ଆଦିବାସୀ ନୃତ୍ୟଗୀତରେ ଦୁଲୁକିଲା ପଡିଆ

ବାରିପଦା: ସ୍ଥାନୀୟ ଭଂଜପୁର ଜଗଦ୍ଧାତ୍ରୀ ମେଳା ପଡିଆରେ ଅନୁଷ୍ଠିତ ଜଗଦ୍ଧାତ୍ରୀ ମେଳାର ସପ୍ତମ ସନ୍ଧ୍ୟାରେ ଟେପ ଦି ଫିଟ ଓ ଶାନ୍ତି ଡ୍ୟାନ୍ସ ଗ୍ରୁପର କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଥିଲା I ବିଭିନ୍ନ ପ୍ରକାର ନୃତ୍ୟଗୀତରେ ଦର୍ଶକଙ୍କୁ ବିମୋହିତ କରିଥିଲେ କଳାକାର ମାନେ I ଶେଷରେ ମାରିସାର ଆଦିବାସୀ ନୃତ୍ୟଗୀତରେ ମଞ୍ଚ ସହ ପଡିଆ ଦୁଲୁକୁଥିଲା I ମାରିସା ଦଳରେ ଆସିଥିବା ଆଦିବାସୀ ଆଲବମ ଓ ସିନେମାର ତାରକା ମାନଙ୍କର କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ I ସମସ୍ତ […]

Read More Text.
Img 20241119 Wa0228

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୨୪’ ରେ ମୟୂରଭଞ୍ଜ ଜିଲ୍ଲା ଛାତ୍ରଛାତ୍ରୀଙ୍କ କୃତୀତ୍ଵ ପ୍ରଦର୍ଶନ

ବାରିପଦା: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ଦ୍ଵାରା ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ଭୁବନେଶର ସ୍ଥିତ କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟ, ୟୁନିଟ-୩ ପରିସରରେ ତା୧୨.୧୧.୨୦୨୪ରିଖ ଠାରୁ ତା୧୪.୧୧.୨୦୨୪ରିଖ ପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ୨୯ ଟି ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଏହି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ଅଂଶଗ୍ରହଣ କରିଥିଲେ । ଏକାଦଶ ରୁ ଦ୍ଵାଦଶ ବରିଷ୍ଠ ଉଚ୍ଚ ମାଧ୍ୟମିକ ବର୍ଗର […]

Read More Text.
Img 20241119 Wa0222

ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୪ ଉଦ୍ଘାଟିତ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସ୍ଥିତ କଲେଜ ପଡିଆ ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୪ ଉଦ୍ଘାଟିତ ହୋଇଯାଇଛି। ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ଏବଂ ସମ୍ମାନିତ ଅତିଥି ଭାବେ ବିଧାୟକ ସାରସକଣା, ଶ୍ରୀ ଭାଦବ ହାଁସଦା ଓ ବିଧାୟକ ବଡ଼ସାହି, ଶ୍ରୀ ସନାତନ […]

Read More Text.
Img 20241119 Wa0200

NEET/JEE ପରୀକ୍ଷା ପାଇଁ ମାଗଣା କୋଚିଂ ଦେଉଛନ୍ତି ଜିଲ୍ଲା ପ୍ରଶାସନ

ମହିଳା ମାନଙ୍କୁ ସ୍ୱାବଲବୀ କରାଇବା ପାଇଁ ବଣକାଟି ଠାରେ ପୋଷାକ ଉତ୍ପାଦନ ପ୍ରଶିକ୍ଷଣ କେନ୍ଦ୍ର ଜିଲ୍ଲପାଳଙ୍କ ଦିଗଦର୍ଶନରେ ଆଦିବାସୀ ଓ ଅନାଥ ମେଧାବୀ ଛାତ୍ରଛାତ୍ରୀ ପାଉଛନ୍ତି ସୁଯୋଗ ନିଜ ସ୍ୱପ୍ନ ପୂରଣ କରିବେ ଆଦିବାସୀ ମହିଳାଙ୍କୁ ଆର୍ଥିକ ଓ ମାନସିକ ସ୍ୱାବଲମ୍ବୀ କରିବା ପାଇଁ ଜିଲ୍ଲା ପ୍ରଶାସନର ଗୁରୁତ୍ୱ ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଆର୍ଥିକ ବିକାଶ ସହ ଆଦିବାସୀ ଛାତ୍ର ଛାତ୍ରୀଙ୍କ ଉଚ୍ଚଶିକ୍ଷାର ଅବିବୃଦ୍ଧି ପାଇଁ ଜିଲ୍ଲାପାଳ ଶ୍ରୀ ହେମକାନ୍ତ […]

Read More Text.