ବାରିପଦା : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣୀ ବନାଞ୍ଚଳ ର ହାତୀମୁଣ୍ଡି କାଜୁ ଜଙ୍ଗଲରୁ ଏକ ହାତୀ ଶାବକ ର ମୃତ ଦେହକୁ ଉଦ୍ଧାର କରାଯାଇଅଛି l ମୃତ ହାତୀ ଶାବକ ର ଟି ପାଖା ପାଖି ସତର ଅଠର ଦିନର ହେବ ବୋଲି ଅନୁମାନ କରାଯାଉଅଛି l ଏହି ହାତୀ ଶାବକ ଟି ଏକ ହାତୀପଲ ସହିତ ଶିମିଳିପାଳ ଜଙ୍ଗଲରୁ ବାହାରକୁ ଚାଲିଆସିଥିଲା l
ପରେ ପୋଖରୀଆ ଜଙ୍ଗଲରେ ହାତୀ ଶାବକ ର ଜନ୍ମ ହୋଇଥିଲା l ତେବେ ହାତୀ ଶାବକ ର ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା ବେଳେ ବନବିଭାଗ ର କର୍ମଚାରୀ ଙ୍କ ସମେତ ଡାକ୍ତରୀ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି l
