ଭୁବନେଶ୍ୱର : ରାଜଧାନୀରେ ଜାଲ ନୋଟ୍ କାରବାର ଅଭିଯୋଗ । ବଡଗଡ ଥାନା ଚିଲ୍ଲି ପୋଖରି ନିକଟରେ କାରବାର ବେଳେ ଧରାପଡିଲେ ଦୁଇ ଯୁବକ । ଜାଲ ନୋଟ୍ କାରବାର ବେଳେ ଧରିଲେ ଲୋକେ । ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସରେ ଜିମା ଦେଲେ ।ଅଟକ ଯୁବକକୁ ରଖି ପୋଲିସ୍ ପଚରାଉଚରା ଜାରି । ଦୁଇ ଜଣଙ୍କୁ ଅଟକ ରଖି କମିଶନରେଟ ପୋଲିସର ତନାଘନା । ଜବତ ଟଙ୍କାକୁ ଧରି ପୋଲିସର ଛାନଭିନ ଜାରି ।
