ଓଡ଼ିଶାର ବିଭିନ୍ନ ସ୍ଥାନର ଇଂରାଜୀ ବନାନରେ ସଂଶୋଧନ
🔹 ରାଜ୍ୟର ବିଭିନ୍ନ ସହର ଓ ଅଞ୍ଚଳର ଇଂରାଜୀ ନାମରେ ଥିବା ତ୍ରୁଟିକୁ ସଠିକ୍ କରାଯାଇଛି।
🔹 ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ଏହି ନାମ ପରିବର୍ତ୍ତନ ପ୍ରସ୍ତାବକୁ ଅନୁମୋଦନ ମିଳିଛି।
#Odisha #CMMohanCharanMajhi #NameCorrection #OdishaUpdates #GovtOfOdisha #PlaceNameCorrection #OdishaNews #ONN
