ସାହିତ୍ୟ ଓ ସଂସ୍କୃତିର ବିକାଶ ଲାଗି ସାଲେପୁରରେ ‘ଗୋପୀନାଥ ପ୍ରଜ୍ଞାନ ସଂସଦ’ ଉଦ୍ଘାଟିତ
ସାଲେପୁର : ସାଲେପୁର ଅଞ୍ଚଳରେ ସାହିତ୍ୟ, ସଂସ୍କୃତି ତଥା ଜ୍ଞାନ-ବିଜ୍ଞାନର ବ୍ୟାପକ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଏକ ନୂତନ ଅନୁଷ୍ଠାନ ‘ଗୋପୀନାଥ ପ୍ରଜ୍ଞାନ ସଂସଦ’ ଆତ୍ମପ୍ରକାଶ କରିଛି। ସାଲେପୁର ବ୍ଲକ୍ ଅନ୍ତର୍ଗତ ପିକୋଳସ୍ଥିତ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ଆନୁକୂଲ୍ୟରେ ଏହି ସଂସଦ ଗଠିତ ହୋଇଛି। ବିଶିଷ୍ଟ ଔପନ୍ୟାସିକ, ଜ୍ଞାନପୀଠ ପୁରସ୍କାର ବିଜେତା ତଥା ପଦ୍ମଭୂଷଣ ଗୋପୀନାଥ ମହାନ୍ତି ଏବଂ ପିକୋଳ ପଞ୍ଚାୟତର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସବ୍-ରେଜିଷ୍ଟ୍ରାର ଗୋପୀନାଥ ମହାନ୍ତିଙ୍କ ପବିତ୍ର ତିରୋଧାନ ଦିବସ ଅବସରରେ […]
Read More Text.