ଜାତୀୟ ସ୍ୱଚ୍ଛ ବାୟୁ ସହର-୨୦୨୪; ୪ର୍ଥ ସ୍ଥାନରେ ଭୁବନେଶ୍ୱର ମହାନଗର ନିଗମ ରାଜ୍ୟ September 12, 2025ONNLeave a Comment on ଜାତୀୟ ସ୍ୱଚ୍ଛ ବାୟୁ ସହର-୨୦୨୪; ୪ର୍ଥ ସ୍ଥାନରେ ଭୁବନେଶ୍ୱର ମହାନଗର ନିଗମ ଭୁବନେଶ୍ବର: ସର୍ବଭାରତୀୟ ସ୍ତରରେ ପୁଣି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସମ୍ମାନିତ । ଜାତୀୟ ସ୍ୱଚ୍ଛ ବାୟୁ ସହର-୨୦୨୪ ତାଲିକାର ୪ର୍ଥ ସ୍ଥାନରେ ରହିଛି ବିଏମସି । ଦେଶର ସ୍ୱଚ୍ଛ ବାୟୁ ସହର ଭାବେ ବିଏମସି କୁ ମିଳିଲା ଚତୁର୍ଥ ସ୍ଥାନ । ସେହିପରି, ପ୍ରଥମ ସ୍ଥାନରେ ଆନ୍ଧ୍ରପ୍ରଦେଶର ଅମରାବତୀ ରହିଥିବାବେଳେ, ଦ୍ବିତୀୟ ସ୍ଥାନରେ ରହିଛି ଉତ୍ତରପ୍ରଦେଶର ମୋରାଦାବାଦ ଓ ତୃତୀୟ ସ୍ଥାନ ଅଧିଗ୍ରହଣ କରିଛି ଝାଡଖଣ୍ଡର ଝାନ୍ସୀ । ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏହି ମାନ୍ୟତା ମିଳିଥିବା ସୂଚନା ରହିଛି । Share this: Click to share on Facebook (Opens in new window) Facebook Click to share on X (Opens in new window) X Like this:Like Loading...