ଗେମିଂ ଆପ: ୨୫ ଲକ୍ଷ ଫ୍ରିଜ, ଜଣେ ଗିରଫ

ରାଜ୍ୟ

ବଲାଙ୍ଗିର: ଗେମିଂ ଆପ୍ଲିକେସନରେ ଲୋକଙ୍କୁ ଖେଳାଇ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ସାଇବର ସେଲ୍‌‌ ପକ୍ଷରୁ ସଇଁତଳା ଅଞ୍ଚଳର ଜଣେ ଯୁବକକୁ ଗିରଫ କରାଯାଇଛି। ଅଭିଯୁକ୍ତ ଯୁବକ ଜଣକ ୱେବ ଡୋମେନ ଗେମିଂ ଆପ୍ଲିକେସନ୍‌‌ ଖୋଲି ଖେଳାଉଥିବା ଅଭିଯୋଗ ହୋଇଛି।

ଲୋକଙ୍କୁ ଖେଳାଇ ଅଭିଯୁକ୍ତ ଯୁବକ ମୋଟା ଅଙ୍କର ଟଙ୍କା ହଡ଼ପ କରୁଥିଲା। ତାଙ୍କଠାରୁ ୭ଲକ୍ଷ ଜବତ ସହ ତାଙ୍କର୨୫ଲକ୍ଷ ଟଙ୍କା ଥିବା ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଛି ବୋଲି ସାଇବର ସେଲ୍‌‌ ପକ୍ଷରୁ ସୂଚନା ଦିଆଯାଇଛି।

Shrutilipi ad