ବାରିପଦା : ରେଜିଷ୍ଟ୍ରାର, ସିଭିଲ କୋୖର୍ଟ ବାରିପଦାଙ୍କ ପତ୍ର ସଂଖ୍ୟା 2800 ତା 29-03-2025 ରିଖ ଅନୁଯାୟୀ ଜିଲ୍ଲା ଓ ଅଧସ୍ତନ ଅଦାଲତ ଗୁଡିକ ଆସନ୍ତା ୦୭-୦୪-୨୦୨୫ ରିଖ (ସୋମବାର ) ଠାରୁ ସକାଳ ୭:୦୦ ଘଟିକାରେ ଆରମ୍ଭ ହୋଇ ଅପରାହ୍ନ ୧:୦୦ ଘଟିକା ପର୍ଯ୍ୟନ୍ତ ଚାଲିବ ଏବଂ ଏହି ସମୟ ନିର୍ଘଣ୍ଟ ଗ୍ରୀଷ୍ମ ଅବକାଶ ଶେଷ କାର୍ଯ୍ୟ ଦିବସ ପର୍ଯ୍ୟନ୍ତ କାର୍ଯ୍ୟକାରି ହେବ |

