Img 20251129 wa0207

ଜାତୀୟ ମହିଳା ଆୟୋଗ ସଦସ୍ୟା ଡା. ଅର୍ଚନା ମଜୁମଦାରଙ୍କ ମୟୁରଭଞ୍ଜ ଗସ୍ତ

ରାଜ୍ୟ

ବାରିପଦା: ଗତ ୨୭ ତାରିଖରେ ମାନ୍ୟବର ସଦସ୍ୟ ଜାତୀୟ ମହିଳା ଆୟୋଗ ଡା. ଅର୍ଚନା ମଜୁମଦାର ଗସ୍ତ କରି ବିଭାଗୀୟ ଅଧିକାରୀଙ୍କ ସହ ମହିଳା ମାନଙ୍କ ନିମନ୍ତେ ଥିବା ବିଭିନ୍ନ ସରକାରୀ ଯୋଜନା ଓ ମୟୁରଭଞ୍ଜ ଜିଲ୍ଲା ଥିବା ମହିଳାଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଓ ତା ୨୮-୧୧-୨୦୨୫ରିଖ ଦିନ ମାନ୍ୟବର ସଦସ୍ୟ ଡଓ. ଅର୍ଚନା ମଜୁମ୍ଦାର ସାମାଖୁଣ୍ଟା ବ୍ଲକର ରଙ୍ଗାମାଟିଆ ଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ମହିଳାଙ୍କ ଏକ ସଭାରେ ଭାଗନେଇ ସେମାନଙ୍କ ସହ ୱାନ ଷ୍ଟପ ସେଣ୍ଟର ,ଶକ୍ତି ସଦନ , ସଖୀ ନିବାସ , ୧୮୧ ମହିଳା ସହାୟତା , ମାତୃ ମୃତ୍ୟୁ ହାର ବାଲ୍ୟ ବିବାହ ଅଳ୍ପ ବୟସରେ ମା ହେବାର କୁ ପରିଣାମ ଓ କାର‌୍ୟ୍ୟକ୍ଷେତ୍ରରେ ଯୌନ ନିର‌୍ୟ୍ୟାତନା ସମ୍ବନ୍ଧରେ ଆଲୋଚନା କରିଥିଲେ ଓ ମହିଳାଙ୍କ ସହ ମତ ବିନିମୟ କରିଥିଲେ ଏହି ସଭାରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ମହିଳାଙ୍କ ନିମନ୍ତେ ଥିବା ସରକାରୀ ଯୋଜନା ସମ୍ବନ୍ଧର ମହିଳା ମାନଙ୍କୁ ଅବଗତ କରେଇଲେ ଓ ଜିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀ ବରୁଣ ଗୁଣ୍ଡୁପାଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନିହାରିକା ମହାନ୍ତି , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ , ସମାଜ ମଙ୍ଗଳ ଅଧିକାରୀ ଜିଲା ସୁରକ୍ଷା ତଥା କାର‌୍ୟ୍ୟକ୍ରମ ଅଧିକାରୀ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିଶୁ ବିକାଶ ଯୋଜନା ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ଥିଲେ ଓ

Shrutilipi ad