4455

କଷିଆ ମୁହାଣରୁ ଡ଼ଲଫିନର ମୃତଦେହ ଉଦ୍ଧାର

ରାଜ୍ୟ

ବାସୁଦେବପୁର : ବାସୁଦେବପୁର କଷିଆ ସମୁଦ୍ର ମୁହାଣରୁ ବିରାଟକାୟ ଡଲଫିନ୍‌ର ମୃତଦେହ ଉଦ୍ଧାର ହୋଇଛି। ଡଲଫିନ୍‌ଟିର ଲମ୍ବ ୧୨ରୁ ୧୫ ଫୁଟ୍ ହୋଇଥିବା ଜଣାପଡିଛି। ଏବଂ ଏହାର ଓଜନ ୧ ଟନରୁ ଅଧିକ ହେବ। ମତ୍ସ୍ୟଜୀବୀମାନେ ଡଲଫିନଟିକୁ ସମୁଦ୍ରରେ ମୃତ ଅବସ୍ଥାରେ ଉଦ୍ଧାରକରି ମୁହାଣକୁ ଆଣିବା ପରେ ବନ ବିଭାଗ ଉଦ୍ଧାର କରିଛି।

Shrutilipi ad