Img 20251123 wa0274

ମାସା ତରଫରୁ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ରଚନା, ବକୃତା ଏବଂ ସାଧାରଣଞ୍ଜାନ ପରୀକ୍ଷା 

ରାଜ୍ୟ
ବାରିପଦା:   ମାସା ସଂଗଠନ ପକ୍ଷରୁ ରୁ ବାମନଘାଟି ସ୍ତରୀୟ  ରଚନା,ବକୃତା ଆଉ ସାଧାରଣଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ ରେ କର୍ମକର୍ତ୍ତାମାନେ  ପ୍ରାୟ ୨୨ଟା କଲେଜରେ ପରୀକ୍ଷା କରାଇ ପ୍ରତେକ କଲେଜ ରୁ ୩ଜଣ ବିଜେତା ମାନକୁ ନେଇ   ଫାଇନାଲ ପରୀକ୍ଷା କରାଯାଇଥିଲା । ବିଜେତାମାନଙ୍କୁ ଆଗକୁ ହେବାକୁ ଥିବା ୩୦:୧୧:୨୦୨୫ ରିଖ ରବିବାର, ମାସା ର ବାର୍ଷିକ ଉତ୍ସବ ରେ ସେମାନଙ୍କୁ ପୁରସ୍କୃତ କରାଯିବ । ଏହି ପରୀକ୍ଷା ବାମନଘାଟୀ ସମ୍ପାଦକ  ମାସାଙ୍ଗ ହେମ୍ବ୍ରମ  ଙ୍କ  ନେତୃତ୍ୱ ରେ ହୋଇ ଥିଲା ଏବଂ ତାଙ୍କୁ ସହେଯାଗ କରିଥିଲେ ମାସା ର ଜିଲ୍ଲା ସଭାପତି ରାମ ମୁର୍ମୁ, ସମ୍ପାଦକ ହାଡ଼ିବନ୍ଧୁ ଟୁଡୁ,  ସୁନିଲ ସୋରେନ, ଜଗନ୍ନାଥ ମୁର୍ମୁ, , ପିଥ ସୋରେନ, ଲକ୍ଷ୍ମଣ ମାଝି,  ଠାକୁର ହେମ୍ବ୍ରମ , ଗୋବିନ୍ଦ ମୁର୍ମୁ, ଫୁଲମତି ହାଁସଦା , ସସ୍ମିତା ହେମ୍ବ୍ରମ, ବାଲାଇ,ଉଦୟ, ସୁନାରାମ ପ୍ରମୁଖ l
Shrutilipi ad