Photo for the news of science exhibition

ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

ରାଜ୍ୟ

ବନ୍ତ/ଆଗରପଡ଼ା: ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ନେହେରୁ ନୋଡାଲ ଉଚ୍ଚ ବିଦ୍ୟାପୀଠରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ବିଜ୍ଞାନଭିତ୍ତିକ ସଭା ଆୟୋଜିତ ହୋଇଥିବା ବେଳେ ଏହି ସଭାରେ ବିଦ୍ୟାପୀଠ ପ୍ରଧାନଶିକ୍ଷୟିତ୍ରୀ ଜୋସ୍ନା ରାଣୀ ଜେନା ସଭାପତିତ୍ୱ କରିଥିବା ବେଳେ ସେଣ୍ଡତିରା ବିଦ୍ୟାଳୟ ବିଜ୍ଞାନ ଶିକ୍ଷୟତ୍ରୀ ପ୍ରଭାସିନୀ ବିଶ୍ୱାଳ, ଦୋଳପଦୀ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ବିଶ୍ୱରଂଜନ ଦାଶ, ବିଜ୍ଞାନ ଶିକ୍ଷୟତ୍ରୀ ଶୁଭଶ୍ରୀ ବେହେରା, ସିଆରସିସି ପ୍ରଫୁଲ୍ଲ କୁମାର ଦାସ, ପରିଚାଳନା କମିଟି ସଭାପତି ପଂଚାନନ ଦାସ, ଶିକ୍ଷକ କରୁଣା କର ନାୟକ, ଶିକ୍ଷୟିତ୍ରୀ ନମିତା ଜେନା, ନିତୁସ୍ମିତା ଗିରି,ରତ୍ନମୟୀ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଏହି ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ୩୦ ଗୋଟି ବିଜ୍ଞାନ ଭିତ୍ତିିକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଶିକ୍ଷକଶିକ୍ଷୟତ୍ରୀ ବଳରାମ ଜେନା, ପ୍ରତାପ ରଞ୍ଜନ ପରିଡ଼ା, ମଧୁସ୍ମିତା ନାୟକ, ଡଲି ରାଣୀ ଦାସ, ରତିକାନ୍ତ ରାୟ, ପ୍ରସନ୍ନ କୁମାର ଜେନା, ସ୍ମିତାଲି ମଧୁସ୍ମିତା ପଣ୍ଡା, ଯୋଗଦିପ୍ତା ନାୟକ, ଶରତ ନାୟକ, ଜଗନ୍ନାଥ ପତି ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Shrutilipi ad