Photo for the news of srikanta jena

ଚିକିତ୍ସାରେ ଅର୍ଥ ବାଧକ, ସହାୟତା ପାଇଁ ନିବେଦନ

ରାଜ୍ୟ

ଆଗରପଡ଼ା :ବନ୍ତ ବ୍ଲକ ଓଡଙ୍ଗ ପଂଚାୟତ ଅନ୍ତର୍ଗତ ଏରଝାଟିଆ ଗ୍ରାମର ଶ୍ରୀକାନ୍ତ ଯେନା ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି ଅଟନ୍ତି । ପୂର୍ବରୁ ଚିକିତ୍ସିତ ହେବା ସହ ତାଙ୍କ ପାଖରେ ଥିବା ଆୟୁଷ୍ମାନ କାର୍ଡରେ ଥୁବା ଅର୍ଥ ସରିଯାଇଛି । ବର୍ତ୍ତମାନ ଅପରେଶନ ଓ ଭେଣ୍ଟିଲେଟରର ଖର୍ଚ୍ଚ ବହନ କରିବାକୁ ତାଙ୍କର ସକ୍ଷମ ନାହିଁ । ଅର୍ଥ ଅଭାବରୁ ଉତ୍କଳ ହସ୍ପିଟାଲରେ ତାଙ୍କର ଅପରେଶନ ମଧ୍ୟ ହୋଇ ପାରୁନାହିଁ । ଚିକିତ୍ସାରେ ଅର୍ଥ ପ୍ରତିବନ୍ଧକ ସାଜିଛି । ତେଣୁ ତାଙ୍କ ପରିବାର ତରଫରୁ ଚିକିତ୍ସା ପାଇଁ ସହୋଦୟ ବ୍ୟକ୍ତି ସହାୟତାର ହାତ ବଢାଇବା ପାଇଁ ଆକୁଳ ନିବେଦନ କରାଯାଇଛି ।

Shrutilipi ad