Photo for the news of balaram

କିଡ଼ନୀ ରୋଗୀଙ୍କ ଦେହାନ୍ତ

ରାଜ୍ୟ

ଆଗରପଡ଼ା :ବନ୍ତ ବ୍ଲକ ଓଡଙ୍ଗ ପଂଚାୟତ ଅନ୍ତର୍ଗତ ବୋଡକମୋହାଜିବ ଗ୍ରାମର ବେହେରା ସାହି ନିବାସୀ ବଳରାମ ବେହେରାଙ୍କ ସାନପୁଅ ସୁବ୍ରତ କିଡନୀ ରୋଗରେ ହଠାତ୍ ଆକ୍ରାନ୍ତ ହୋଇ ହାଇଟେକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ସେ ଜଣେ ଧର୍ମ ପରାୟଣ, ମିଷ୍ଟ ଭାଷି ଓ ହବିଷ୍ୟାନ୍ନ ପିଲାଥିଲେ । ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖୋଲିଯାଇଛିା ଶବଦାହ ସମୟରେ ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁ, ପୂର୍ବତନ ସରପଂଚ ପାର୍ଥସାରଥି ପଢିଆରୀ,ଦେବଦତ୍ତ ଜଗଜୀତ ଜେନା, ବିଜେପି ପଂଚାୟତ ସଭାପତି ଅଭୟ ସ୍ୱାଇଁ, ରାଜେଶ ବାରିକ, ସନାତନ ସାହୁ, ରବିନ୍ଦ୍ର ପାଳ, ରବିନ୍ଦ୍ର ମଣ୍ଡଳଙ୍କ ସମେତ ପଂଚାୟତର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Shrutilipi ad