Photo

ଆଗରପଡ଼ା ସ୍ଥିତ କଳିଙ୍ଗ କମ୍ପ୍ୟୁଟର୍ସ ପକ୍ଷରୁ ଗଜାନନ ପୂଜା ପାଳିତ

ରାଜ୍ୟ

ଆଗରପଡ଼ା :ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଆଗରପଡ଼ା ସ୍ଥିତ କଳିଙ୍ଗ କମ୍ପ୍ୟୁଟର୍ସ ପକ୍ଷରୁ ଗଜାନନଙ୍କୁ ପୂଜାର୍ଚ୍ଚନା କରାଯାଇଛି । ଆକର୍ଷଣୀୟ ଆଲୋକମାଳା ସାଜ୍ଜସଜ୍ଜା ସହ ମୃଣ୍ମୟ ମୂର୍ତ୍ତୀ ସ୍ଥାପନ କରାଯାଇଥିଲା । ଅନୁରୂପ ଭାବେ ଆଗରପଡ଼ା କଲେଜ, ହାଇସ୍କୁଲ, ବି.ପି. ମେମୋରିଆଲ ଇଂଲିଶ ମିଡ଼ିଅମ ସ୍କୁଲ, ଶିଶୁ ମନ୍ଦିର, ଜାଭିୟର ସ୍କୁଲ, ଅଡ଼ାଳପଙ୍କ ସ୍ଥିତ କୃପାସିନ୍ଧୁ ହାଇସ୍କୁଲ, ସରସ୍ୱତୀ ଶିଶୁ ମନ୍ଦିର, ଆଡ଼ିଆ ସ୍ଥିତ ଆରଡ଼େଶ୍ୱର ହାଇସ୍କୁଲ, ବିଗ୍ରେଡ଼ିଅର ସ୍କୁଲ, କାଦବରାଙ୍ଗ ସ୍ଥିତ କାଦବରାଙ୍ଗ ହାଇସ୍କୁଲ, ଶେଉଳଗଡ଼ିଆ, ଭଗାରାମ, ଆପ୍ତିରା, ବାଙ୍କତିରା, ସରମରା,ବିଶଲକଣା ଆଦି ସ୍ଥାନର ବିଭିନ୍ନ ଶିକ୍ଷାନୁଷ୍ଠାନ,କ୍ଲବ ଆଦିରେ ଗଣେଶ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି ।

Shrutilipi ad