ବର୍ଜ୍ୟରୁ ସବୁଜ ଇନ୍ଧନ ପ୍ରସ୍ତୁତ ହେବ : ନଗର ଉନ୍ନୟନ ମନ୍ତ୍ରୀ ରାଜ୍ୟ August 24, 2025ONNLeave a Comment on ବର୍ଜ୍ୟରୁ ସବୁଜ ଇନ୍ଧନ ପ୍ରସ୍ତୁତ ହେବ : ନଗର ଉନ୍ନୟନ ମନ୍ତ୍ରୀ ଭୁବନେଶ୍ବର: ଓଡିଶାରେ ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ । ଏନେଇ ସୂଚନା ଦେଲେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଏଥିପାଇଁ ଜମି ଓ ବର୍ଜ୍ୟ ଯୋଗାଇଦେବେ ସରକାର । କମ୍ପାନୀ ତାଙ୍କର ପ୍ଲାଣ୍ଟ୍ ତିଆରି କରିବ । ଟ୍ୱିନ୍ ସିଟିରେ ପ୍ରାଥମିକ ସ୍ତରରେ ପ୍ଲାଣ୍ଟ୍ ତିଆରି ହେବ । ପରେ ପରେ ମ୍ୟୁନିସିପାଲଟି କର୍ପୋରେସନରେ ଏହାକୁ କରାଯିବ । ଖୁବଶୀଘ୍ର ବିଭାଗୀୟ ବୈଠକ ବସିବ ଓ ତ୍ୱରିତ ଦିଗରେ କାର୍ଯ୍ୟ ଆଗକୁ ବଢିବ ବୋଲି ଆଜି କହିଛନ୍ତି କୃଷ୍ଣ ଚନ୍ଦ୍ର ମହାପାତ୍ର । Share this: Click to share on Facebook (Opens in new window) Facebook Click to share on X (Opens in new window) X Like this:Like Loading...