ରାଜଧାନୀରେ ବୋମା ମାଡ଼, ତଦନ୍ତ କରୁଛି ପୋଲିସ ରାଜ୍ୟ August 10, 2025ONNLeave a Comment on ରାଜଧାନୀରେ ବୋମା ମାଡ଼, ତଦନ୍ତ କରୁଛି ପୋଲିସ ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼। ଭରତପୁର ପଣ୍ଡା କୁଦିଆ ବସ୍ତିରେ ବୋମାମାଡ଼ ହୋଇଛି। ଜମିଜମା ଗଣ୍ଡଗୋଳକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତ ବୋମାମାଡ କରି ଫେରାର ହୋଇଯାଇଛନ୍ତି । ଘଟଣାର ଖୋଳତାଡ଼ କରୁଛି ଭରତପୁର ପୋଲିସ । ବୋମାମାଡରେ 4 ବାଇକ ଜଳିଯାଇଥିବା ଜଣାଯାଇଛି । Share this: Click to share on Facebook (Opens in new window) Facebook Click to share on X (Opens in new window) X Like this:Like Loading...