Photo for the news of krushiratha

ଶ୍ରୀଅନ୍ନ ଯୋଜନାରେ କୃଷିରଥ ପରିକ୍ରମା

ରାଜ୍ୟ

ଆଗରପଡ଼ା :ବନ୍ତ ବ୍ଲକରେ ଗଡ଼ିଲା ଶ୍ରୀଅନ୍ନ ଯୋଜନାରେ କୃଷିରଥ । ଏହି ରଥ ବିଭିନ୍ନ ପଂଚାୟତ ପରିକ୍ରମା ପୂର୍ବକ ଚାଷୀ ମାନଙ୍କୁ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇଥିଲା । ଜିଲ୍ଲାକୃଷି ଅଧିକାରୀ ଦିଜ୍ଜବର ସେଠୀ ଆନୁଷ୍ଠାନିକ ଭାବରେ ରଥକୁ ଉଦଘାଟନ କରିଥିବା ବେଳେ ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତି, ଅନୁରାଧା ପଣ୍ଡା ବ୍ଲକ ସଂଯୋଜକ ପର୍ଶୁରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଅପୂର୍ବ ରଞ୍ଜନ ରାଉତ,ସୁଶାନ୍ତ କୁମାର ଜେନା, ବନମାଳୀ ବାରିକ, ପ୍ରମୋଦ କୁମାର ପାଣିଗ୍ରାହୀ, ସତ୍ୟଜିତ ସିଂ,ଜ୍ୟୋତିରଞ୍ଜନ ରାଉତ,ପ୍ରଭାକର ନାୟକ, ଶଶଧର ବାରିକ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Shrutilipi ad