Img 20250725 wa0195

ବଜ୍ରପାତରେ ଚାଷି ମୃତ

ରାଜ୍ୟ
ବାରିପଦା: ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କାଦୁଆଣି ଗ୍ରାମର ପରେଶ ଚନ୍ଦ୍ର ମହାନ୍ତ (୬୫) ଗତକାଲି ଅପରାହ୍ନ ସମୟରେ ବିଲରେ  ଧାନ ରୋଉଥିବା  ସମୟରେ  ବିଜୁଳି ଚଡକରେ ଟଳି ପଡ଼ିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣା ଯାଇଥିଲା ।ଡାକ୍ତର‌ ମୃତ ଘୋଷଣା କରିଥିଲେ ।
ଏନେଇ ବହଳଦା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସହିତ ଶବ ବ୍ୟବଚ୍ଛେଦ କରାଇ ପରିବାରଵର୍ଗଙ୍କୁଙ୍କୁ ମୃତଦେହ ହସ୍ତାନ୍ତର କରିଛି।
Shrutilipi ad