Img 20250625 wa0140

ଯୁବ କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଲେ ଜିଲ୍ଳାପାଳ

ରାଜ୍ୟ
ବାରିପଦା-   ତାମିଲନାଡୁ ଠାରେ ଆୟୋଜିତ ଉପ କନିଷ୍ଠ ବର୍ଗ ରେ ଜାତୀୟ ଉସୁଖେଳ ରେ ତାଭଲୁ ଇଭେଣ୍ଟରେ ଭାଗ ନେଇ ତୁତୀୟ ସ୍ଥାନ ଅଧିକାର କରିଥିବା ମୟୁରଭଞ୍ଜ ଜିଲ୍ଲାର ବେତନଟୀ, ଆଗୀରିୟା ଗାଁ ର ପ୍ରିୟବ୍ରତ ପରିଡାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଭବିଷ୍ୟତରେ ଆହୁରି ଉତ୍ତମ ପ୍ରଦର୍ଶନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଉତ୍ସାହିତ କରିଥିଲେ। ଜିଲ୍ଲା ଉସୁ ସଂଘର ସାଧାରଣ ସଂପାଦକ ଇଶ୍ୱର ମହାନ୍ତଙ୍କୁ ଉସୁ ଖେଳାଳି ମାନଙ୍କ ପାଇଁ ଆବଶ୍ୟକୀୟ ଖେଳ ଉପକରଣ ଯୋଗାଇ ଦେବାର ବ୍ୟବସ୍ଥା କରିବେ ବୋଲି ଜିଲ୍ଲାପାଳ କହିଥିଲେ. ଜିଲ୍ଲା ଉସୁ ସଂଘର ସମସ୍ତ କାଯ୍ୟକାରୀ ସଦସ୍ୟ ଓ ସଦସ୍ୟା ମାନେ ଏଥିପାଇଁ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି |
Shrutilipi ad