Photo for the bikasita krusi sankalpa

ଚାରିଗାଁରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

ରାଜ୍ୟ

ଆଗରପଡ଼ା :ବନ୍ତ ବ୍ଳକ ଚାରିଗାଁ ପଂଚାୟତ ଚାରିଗାଁରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ଶଶିଭୂଷଣ ମହାପାତ୍ର,ଭଦ୍ରକ,ରାଣୀତାଲ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ବିଶ୍ୱରଜଂନ ସାମନ୍ତରାୟ, ଭୁବନେଶ୍ୱରସ୍ଥିତ ଆଇସିଏଆର ସିଆଇଡବ୍ଲ୍ୟଏ ବୈଜ୍ଞାନିକ ତାନିଆ ସେଠ୍‌, କୃଷି ଉଦ୍ୟାନ ପରିଚାଳକ ମଣ୍ଟୁ ଚୌଧୁରୀ ,ସରପଂଚ ପ୍ରତିନିଧି ବନମାଳୀ ବେହେରା,ପୂର୍ବତନ ସମିତି ସଭ୍ୟ ରାମଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସହ ବୈଷୟିକ ପରିଚାଳକ ମଦନମୋହନ ରାଉତ, ତାପସ କୁମାର ବେହେରା, ଅମ୍ଳାନ ମଲ୍ଲିକ, ଗ୍ରାମ୍ୟ କୃଷି କର୍ମଚାରୀ ନୀଳକଣ୍ଠ ବାରିକ, ଶିବଶଙ୍କର ର୍ମୁମୁ, ଦିପ୍ତି ରଂଜନ ନାୟକ,ତପନ କୁମାର ସେଠୀ, ଚିନ୍ମୟୀ ଜେନା, ବିମ୍ବାଧର ସେଠୀ, ରଶ୍ମିରଞ୍ଜନ ଜେନା, ମନ୍ଦାକିନୀ ସେଠୀ, ପ୍ରିୟଙ୍କା ପ୍ରିୟଦର୍ଶନୀ ସେଠୀ, କୃଷି ଅଧିଦର୍ଶକ ବଳଭଦ୍ର ବାର୍ଦାଙ୍କ ସମେତ କୃଷକ ସାଥି ଭାଗିରଥି ବେହେରା ଓ ମଧୁସୁଦନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Shrutilipi ad