ନବରଙ୍ଗପୁରରେ ଅଭାବନୀୟ ଘଟଣା, ପାଇଖାନା ଟାଙ୍କିରେ କାମ କରିବା ବେଳେ ୪ ଜଣଙ୍କ ମୃତ୍ୟୁ ରାଜ୍ୟ June 3, 2025ONNLeave a Comment on ନବରଙ୍ଗପୁରରେ ଅଭାବନୀୟ ଘଟଣା, ପାଇଖାନା ଟାଙ୍କିରେ କାମ କରିବା ବେଳେ ୪ ଜଣଙ୍କ ମୃତ୍ୟୁ ନବରଙ୍ଗପୁର : ଶ୍ବାସରୁଦ୍ଧ ହୋଇ ୪ ମୃତ । ପାଇଖାନା ଟାଙ୍କି ସଫା ବେଳେ ଶ୍ବାସରୁଦ୍ଧ ହୋଇ ୪ଜଣଙ୍କ ଜୀବନ ଯାଇଛି । ନବରଙ୍ଗପୁର ଜିଲ୍ଲା ପଡ଼ଲଗୁଡ଼ାରେ ଅଭାବନୀୟ ଘଟଣା ଘଟିଛି । ଘଟଣାସ୍ଥଳରେ ୩ ଓ ମେଡିକାଲରେ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । Share this: Click to share on Facebook (Opens in new window) Facebook Click to share on X (Opens in new window) X Like this:Like Loading...