ପାକିସ୍ତାନ ଉପରେ ବଡ଼ ହମଲା ପାଇଁ ପ୍ରସ୍ତୁତି । ପହଲଗାମ୍ ହମଲାର ବଦଲା ନେବ ଭାରତ। ଏଭଳି ଚର୍ଚ୍ଚା ଭିତରେ ଗର୍ଜିଲାଣି ରାଫେଲ୍, ସୁଖୋଇ-୩୦।ଆରମ୍ଭ ହୋଇଛି ଭାରତୀୟ ବାୟୁସେନାର ସ୍ବତନ୍ତ୍ର ଯୁଦ୍ଧାଭ୍ୟାସ ‘ଆକ୍ରମଣ’।

BREAKING NEWS
Shrutilipi ad