ରାଷ୍ଟ୍ରୀୟ ପ୍ରତିଭା ପରୀକ୍ଷା ମେଧା ବୃତ୍ତି

ରାଜ୍ୟ

ଆଗରପଡ଼ା:ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନସ୍ଥ କାଦବରାଙ୍ଗ ଶିକ୍ଷା ସାଧନା କେନ୍ଦ୍ର ଅଧିନ ଆପ୍ତିରା ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଶୁଭଙ୍କର ଜେନା ରାଷ୍ଟ୍ରୀୟ ପ୍ରତିଭା ପରୀକ୍ଷାରେ ଉନ୍ନିତ ହୋଇ ମେଧା ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେ ଜିଲାର ୧୬ତମ ସ୍ଥାନ ଗ୍ରହଣ କରିଥିବାରୁ ବିଦ୍ୟାଳୟ ଶିକ୍ଷକ/ ଶିକ୍ଷୟିତ୍ରୀ ,ପରିଚାଳନା କମିଟିର କର୍ମକର୍ତ୍ତା ମାନେ ତାଙ୍କୁ ଶୁଭେଚ୍ଚା ଜଣାଇଛନ୍ତି । ଶୁଭଙ୍କର ଆପ୍ତିରାଷଡ଼ଙ୍ଗି ଗ୍ରାମର ପ୍ରଦୀପ ଜେନା ଓ ସଂଘମିତ୍ରା ଜେନାଙ୍କ ପୁତ୍ର ଅଟନ୍ତି ।

Shrutilipi ad