Img 20251229 wa0152

ନବନିଯୁକ୍ତ ରାଜ୍ୟ ଯୁବ ଓ ଛାତ୍ର ପଦାଧିକାରୀଙ୍କୁ ବାରିପଦା ବିଜୁ ଭବନରେ ସ୍ୱାଗତ ସମ୍ଭର୍ଦ୍ଧନା

ରାଜ୍ୟ
ବାରିପଦା: ଗତକାଲି  ପୂର୍ବତନ ମାଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମ ଶ୍ରୀ ନବୀନ ପଟ୍ଟନାୟକ ନୂତନ ଭାବେ ରାଜ୍ୟ ବିଜୁ ଯୁବ ଛାତ୍ର ଜନତା ଦଳ ପଦାଧିକାରୀ ମାନଙ୍କୁ ନିଯୁକ୍ତି ଦେଇଛନ୍ତି, ବିରଧୀ ଦଳ ଆସନ ରେ ରହି ନବନିଯୁକ୍ତ ରାଜ୍ୟ ଯୁବ ଛାତ୍ର ଜନତା ଦଳର କର୍ମକର୍ତା ମନେ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଲଚନକୁ ଆଣିବା ସହ ଦଳର ସାଙ୍ଗଠନିକ ଅଭିବୃଦ୍ଧି ରେ ସହାୟକ ହେବେ ବଲି ଆଶା ନେଇ ଆଜି ସମ୍ବର୍ଦ୍ଧନା ସଭାରେ ବିଭିନ୍ନ ବକ୍ତା ମନେ ମତ ପ୍ରକାଶ କରିଥିଲେ, ଏହି କ୍ରମରେ  ରାଜ୍ୟ ସଭାପତି ଙ୍କ ଦ୍ୱାରା ମନାନୀତ ହେଇ ଥିବା କର୍ମକର୍ତା ଯଥା ଯୁବ ଜନତା ରାଜ୍ୟ ଉପସଭାପତି ଛବି ମାହାଲି, ରାଜ୍ୟ ସାଧାରଣ ସମ୍ପାଦକ ରାଜୀବ ଜେନା, ହରେକୃଷ୍ଣ ଦାସ ଓ ଶିବଶଙ୍କର ପତ୍ର, ଏବଂ ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ଭାବେ ଆଶ୍ରିବାଦ ଦାସ, ଦେବ ଜିତ ପଟ୍ଟନାୟକ, ଚିତ୍ତେଶ୍ୱର ବେହେରା ଓ ସେକ ହାକିମ ଉଦ୍ଦିନଙ୍କୁ ଆଜି ବିଜୁ ଭବନ ଠାରେ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ବିଜୁ ଜନତା ଦଳ ମୟୂରଭଞ୍ଜ ପକ୍ଷରୁ ସମ୍ବର୍ଦ୍ଧିତ କରାଗଲା l ପୂର୍ବତନ ଉପ ବାଚସ୍ପତିଙ୍କ ଶ୍ରୀ ସାନନ୍ଦ ମାର୍ଣ୍ଡିଙ୍କ ପୌରାହିତରେ ଆୟୋଜିତ ଉକ୍ତ ସମ୍ଭର୍ଦ୍ଧନା ଉତ୍ସବରେ  ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଶ୍ରୀ ସୁଦାମ ମାର୍ଣ୍ଡିଙ୍କ ସଭାପତିତ୍ୟରେ କରିଥିଲେ l ଅନୁଷ୍ଠିତ ଉକ୍ତ କାର୍ଯକ୍ରମ ରେ ବାରିପଦା ପୌରାପରିଷଦ ଅଧ୍ୟକ୍ଷ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ବାରିପଦା ସେଣ୍ଟ୍ରାଲ କୋ ଅପାରେଟିଭ ବ୍ୟାଙ୍କ ସଭାପତି ଶ୍ରୀ ସୁବ୍ରମଣ୍ୟମ ମହାନ୍ତି, ପୂର୍ବତନ କୃଷି ଶିଳ୍ପ ନିଗମ ଅଧକ୍ଷ୍ୟ ଶ୍ରୀ ଦେବାଶିଷ ମହାନ୍ତି, ଜିଲ୍ଲା କାର୍ଯକାରୀ ସଭାପତି ଶ୍ରୀ ଜିତେନ୍ଦ୍ର ମହାନ୍ତି, ବାରିପଦା ନିର୍ବାଚନ ମଣ୍ଡଳୀ ସଂଯୋଜକ ଶ୍ରୀ ପ୍ରଭାତ ନାୟକ, ଯୁବ ସଭାପତି ଅରୁଣ ବରାଡ, ଛାତ୍ର ସଭାପତି ସୁନୀଲ ନାୟକ, ମହିଳା ସଭାପତି ଦୀପ୍ତିଲତା ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ନରେନ୍ଦ୍ର ହାଁସଧା, ପାର୍ଟି ଅଫିସ ସମ୍ପାଦକ ଶୗଳେନ୍ଦ୍ର ପାତ୍ର, କାଉନସିଲର ପ୍ରଭାତ ମହାନ୍ତି, ଅନନ୍ତ ଦାସ, କୁମାର ମୁଖୀ, ସମଜସେବୀ ଅମର ସେଠି, ଲଲାଟେନ୍ଦୁ ବେହେରା, ବରିଷ୍ଠ ନେତା ଜ୍ଞାନ ରଞ୍ଜନ ଦାଶ, ତପନ ପତି, ଛାତ୍ର ନେତା ଆଭାସ ଦେ, ଅଭିଜିତ କଲିଆ, ଭୀଷ୍ମ ମହାନ୍ତ, ପ୍ରମୁଖ ଉପସ୍ଥିତ ରହି ନୂତନ ଯୁବ ଛାତ୍ର ପଦାଧିକାରୀ ମାନଙ୍କୁ ଉତ୍ସାହିତ କରିଥିଲେ..
Shrutilipi ad