Img 20251117 wa0181

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପରିପ୍ରେକ୍ଷୀରେ ଏକତା ପଦଯାତ୍ରା

ରାଜ୍ୟ
ବାରିପଦା : ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ  “ଏକତା ପଦଯାତ୍ରା ”  ଆୟୋଜିତ ହୋଇଯାଇଛି।
ଉକ୍ତ ଏକତା ପଦଯାତ୍ରାକୁ  ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ  ରାଜ୍ୟସଭା ସାଂସଦ  ମମତା ମହାନ୍ତ,  ବିଧାୟକ ବାରିପଦା  ପ୍ରକାଶ ସୋରେନ,  ବିଧାୟକ ସାରସକଣା  ଭାଦବ ହାଁସଦା,  ବିଧାୟିକା ବାଙ୍ଗରିପୋଷୀ  ସଞ୍ଜଳୀ ମୁର୍ମୁ, ବିଜେପି ର ବରିଷ୍ଠ ନେତା  କାନ୍ଦ୍ରା ସୋରେନ ପ୍ରମୁଖ ଯୋଗଦାନ କରିଥିଲେ।
Shrutilipi ad