ବାରିପଦା: ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବାତ୍ୟା ଜିନିତ ଭୀଷଣ ବୃଷ୍ଟିପାତ ପାଇଁ ମୟୁରଭଞ୍ଜ ଜିଲ୍ଲା କୁ ୟଲ ୱାର୍ନିଙ୍ଗ ଜାରି କରାଯାଇଅଛି l ଏହାକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଅକ୍ଟୋବର 29 ତାରିଖ ଦିନ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ବୋଲି କ୍ଷେତ୍ର ନିର୍ଦେଶକ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ତଥା ରିଜଅନାଲ ସିସିଏଫ ବାରିପଦା ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ପ୍ରଦାନ କରିଛନ୍ତି l

