Photo for the news of dipadana

ନବୀନଙ୍କ ପାଇଁ ବିଧାୟକଙ୍କ ଦୀପଦାନ

ରାଜ୍ୟ

ଆଗରପଡ଼ା :ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଆଗରପଡ଼ାସ୍ଥିତ ଅଣିଜୋ ସିନ୍ଧୁକେଶ୍ୱର ଶୈବପୀଠରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ଦୀପଦାନ କରିଥିଲେ । ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ବିଜେଡି ଯୁବନେତା ସତ୍ୟସାଧନ ବେଜ,ସରପଂଚ ମାଳତୀ ଲତା ପୃଷ୍ଟି,ସମିତିସଭ୍ୟା ଅତସ୍ମିତା ରାଉତଙ୍କ ସମେତ ଶତାଧିକ କର୍ମୀ ଓ ଗ୍ରାମବାସୀମାନେ ମଧ୍ୟ ଦୀପଦାନ କରିଥିଲେ ।

Shrutilipi ad