Photo for the news of sambardhana

ଶିକ୍ଷାବିତ୍ ସିଦ୍ଧେଶ୍ୱର ପଣ୍ଡାଙ୍କୁ ସମ୍ବର୍ଦ୍ଧନା

ରାଜ୍ୟ

ଆଗରପଡ଼ା :ସିଳନ୍ଦୀ କାହ୍ନୁଚରଣ ବିଦ୍ୟାମନ୍ଦିର ସଂସ୍କୃତ ଶିକ୍ଷକ ସିଦ୍ଧେଶ୍ୱର ପଣ୍ଡାଙ୍କୁ ଅବସରକାଳୀନ ସମୂର୍ଦ୍ଧନା ଦିଆଯାଇଛି । ପ୍ରଧାନଶିକ୍ଷକ ସୁବାସ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସରପଞ୍ଚ ଅଶୋକ ସାହୁ, ସୁରେନ୍ଦ୍ର ବିଶ୍ୱାଳ, ନାରାୟଣ ଦାସ, ସୁବାସ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ସୌଭାଗ୍ୟ ଦାସ ସ୍ୱାଗତ ଭାଷଣ ଓ ଉମେଶ କର ଧନ୍ୟବାଦ ଦେଇଥିଲେ ।

Shrutilipi ad